ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର କଲେ ଶୁଣାଣି
ଭୁବନେଶ୍ୱର, 24 ନଭେମ୍ବର (ହି.ସ.)ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଜନସାଧାରଣଙ୍କ ଠାରୁ ବିଭିନ୍ନ ଅଭିଯୋଗର ଶୁଣାଣି କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସମେତ ତାଙ୍କ ମନ୍ତ୍ରିମଣ୍ଡଳର ସହଯୋଗୀ ତଥା ବରିଷ୍ଠ ଅଧିକାରୀ ମାନେ ଏଥିରେ ଉପସ୍ଥିତ ରହି ଲୋକ ମାନଙ୍କର ଅଭିଯୋଗକୁ ଶୁଣିଥିଲେ । ଭୁବନେଶ୍
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର କଲେ ଶୁଣାଣି


ଭୁବନେଶ୍ୱର, 24 ନଭେମ୍ବର (ହି.ସ.)ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଜନସାଧାରଣଙ୍କ ଠାରୁ ବିଭିନ୍ନ ଅଭିଯୋଗର ଶୁଣାଣି କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସମେତ ତାଙ୍କ ମନ୍ତ୍ରିମଣ୍ଡଳର ସହଯୋଗୀ ତଥା ବରିଷ୍ଠ ଅଧିକାରୀ ମାନେ ଏଥିରେ ଉପସ୍ଥିତ ରହି ଲୋକ ମାନଙ୍କର ଅଭିଯୋଗକୁ ଶୁଣିଥିଲେ । ଭୁବନେଶ୍ୱର ୟୁନିଟ-୨ ସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ) ଠାରେମୁଖ୍ୟମନ୍ତ୍ରୀ ସେମାନଙ୍କର ଜନଶୁଣାଣି କରିଛନ୍ତି ।

ଗତ ସେପ୍ଟେମ୍ବର ୮ତାରିଖ, ସୋମବାରରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ଅଭିଯୋଗକରିବା ପାଇଁ ଯେଉଁମାନେ ସେମାନଙ୍କର ନାମ ଅନ୍ ଲାଇନରେ ପଞ୍ଜୀକରଣ କରିଥିଲେ ସେମାନେ ହିଁ ଏଥିରେ ସାମିଲ ହୋଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande