ଦେଶି ମଦ ଚାଲାଣ ବେଳେ ଚଢଉ, ଜଣେ ଗିରଫ
ଜୟପୁର, ୨୪ ନଭେମ୍ବର (ହି.ସ.)- ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ନିରିକ୍ଷକ କାର୍ଯ୍ୟ। ଳୟ ତରଫରୁ ଚଢଉ କରାଯାଇ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଲା କଳାଗଡାର ମୁନା ଖୋସଲା (୧୮) । ସୂଚନା ଅନୁଯାୟୀ, ଏକ ବାଇକ ଯୋଗେ ଦେଶି ମଦ ଚାଲାଣ କରାଯାଉଥିବା ଖବର ପାଇ ଜୟପୁର ଅବ
ଦେଶି ମଦ ଚାଲାଣ ବେଳେ  ଚଢାଉ, ଜଣେ ଗିରଫ


ଜୟପୁର, ୨୪ ନଭେମ୍ବର (ହି.ସ.)- ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ନିରିକ୍ଷକ କାର୍ଯ୍ୟ। ଳୟ ତରଫରୁ ଚଢଉ କରାଯାଇ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଲା କଳାଗଡାର ମୁନା ଖୋସଲା (୧୮) ।

ସୂଚନା ଅନୁଯାୟୀ, ଏକ ବାଇକ ଯୋଗେ ଦେଶି ମଦ ଚାଲାଣ କରାଯାଉଥିବା ଖବର ପାଇ ଜୟପୁର ଅବକାରି ନିରିକ୍ଷକ କାର୍ଯ୍ୟ। ଳୟ ତରଫରୁ ଆଜି ପରଜା ସାହିରେ ଚଢଉ ହୋଇଥିଲା । ଚଢଉ କରି ୪୨ ଲିଟର ଦେଶି ମଦ ଓ ବାଇକ କୁ ଜବତ କରାଯାଇଛି। ଗିରଫ ଅଭିଯୁକ୍ତକୁ କୋର୍ଟଚାଲାଣ କରିଥିବା ବିଷୟ ଜୟପୁର ଅବକାରି ନିରିକ୍ଷକ ଶଶିକାନ୍ତ ଦତ୍ତ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande