ସିଜେଆଇ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, 24 ନଭେମ୍ବର (ହି.ସ.)- ସିଜେଆଇ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ନ୍ୟାୟମୂର୍ତ୍ତି ସୂର୍ଯ୍ୟକାନ୍ତ ଜୀଙ୍କୁ ଭାରତର 53ତମ ମୁଖ୍ୟ ନ୍ୟାୟା
ସିଜେଆଇ ଜଷ୍ଟିସ     ସୂର୍ଯ୍ୟକାନ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ


ଭୁବନେଶ୍ୱର, 24 ନଭେମ୍ବର (ହି.ସ.)- ସିଜେଆଇ

ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ।

ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ନ୍ୟାୟମୂର୍ତ୍ତି ସୂର୍ଯ୍ୟକାନ୍ତ

ଜୀଙ୍କୁ ଭାରତର 53ତମ ମୁଖ୍ୟ ନ୍ୟାୟାଧୀଶ ଭାବେ ଶପଥ ଗ୍ରହଣ କରିବା ଅବସରରେ ଅଭିନନ୍ଦନ। ତାଙ୍କ ତୀକ୍ଷ୍ଣ ଆଇନଗତ

ଦୃଷ୍ଟିଭଙ୍ଗୀ, ସାମ୍ବିଧାନିକ ସିଦ୍ଧାନ୍ତ ପ୍ରତି ଅଚଳ ଆସ୍ଥା, ଏବଂ ଉଦାହରଣୀୟ ନ୍ୟାୟିକ ସେବା ନିଶ୍ଚୟ ଭାବେ ପ୍ରତ୍ୟେକ ନାଗରିକଙ୍କ

ପାଇଁ ନ୍ୟାୟ ସୁନିଶ୍ଚିତ କରିବାରେ ସୁପ୍ରିମକୋର୍ଟଙ୍କ ପ୍ରୟାସକୁ ଆହୁରି ସଶକ୍ତ କରିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande