ଅଦମ୍ୟ ସାହସର ପ୍ରତୀକ ଲାଚିତ ବୋରଫୁକନଙ୍କ ସ୍ମରଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 24 ନଭେମ୍ବର (ହି.ସ.)- ଅଦମ୍ୟ ସାହସର ପ୍ରତୀକ ଲାଚିତ ବୋରଫୁକନଙ୍କ ସ୍ମୃତିଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାନ ସ୍ୱାଧୀନତା ସଂଗ୍ରାମୀ ଓ ଅଦମ୍ୟ ସାହସର ପ୍ରତୀକ ଲାଚିତ ବ
ଅଦମ୍ୟ ସାହସର     ପ୍ରତୀକ ଲାଚିତ ବୋରଫୁକନଙ୍କ ସ୍ମରଣ କଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 24 ନଭେମ୍ବର (ହି.ସ.)- ଅଦମ୍ୟ

ସାହସର ପ୍ରତୀକ ଲାଚିତ ବୋରଫୁକନଙ୍କ ସ୍ମୃତିଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାନ ସ୍ୱାଧୀନତା ସଂଗ୍ରାମୀ ଓ

ଅଦମ୍ୟ ସାହସର ପ୍ରତୀକ ଲାଚିତ ବୋରଫୁକନଙ୍କ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ ।

ତାଙ୍କର ଅଦମ୍ୟ

ଆତ୍ମବଳ,ପ୍ରତିକୂଳ ପରିସ୍ଥିତି ମଧ୍ୟରେ ନେଇଥିବା ଅସାଧାରଣ ନିଷ୍ପତ୍ତି ଓ ଦେଶପ୍ରେମ ସଦା ସର୍ବଦା

ଆମ ପାଇଁ ସ୍ମରଣୀୟ ହୋଇ ରହିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande