ଯୁକ୍ତ ଦୁଇ ପରୀକ୍ଷା ପାଇଁ ସରିଲା ଫର୍ମ ଫିଲ୍‌ଅପ୍
ଭୁବନେଶ୍ୱର, 24 ନଭେମ୍ବର (ହି.ସ.)- 2026ରେ ଯୁକ୍ତ 2 ପରୀକ୍ଷା ଦେବାକୁ ଯାଉଥିବା ଛାତ୍ର ଛାତ୍ରୀଙ୍କର ଫର୍ମ ଫିଲ୍ ଅଫ ସରିଲା । କଳାରେ 2 ଲକ୍ଷ 54 ହଜାର 326, ବାଣିଜ୍ୟରେ 24 ହଜାର 368, ବିଜ୍ଞାନରେ 1 ଲକ୍ଷ 14001 ଜଣ, ଧନ
ଯୁକ୍ତ ଦୁଇ ପରୀକ୍ଷା     ପାଇଁ ସରିଲା ଫର୍ମ ଫିଲ୍‌ଅପ୍


ଭୁବନେଶ୍ୱର, 24 ନଭେମ୍ବର (ହି.ସ.)- 2026ରେ ଯୁକ୍ତ

2 ପରୀକ୍ଷା ଦେବାକୁ ଯାଉଥିବା

ଛାତ୍ର ଛାତ୍ରୀଙ୍କର ଫର୍ମ ଫିଲ୍ ଅଫ

ସରିଲା । କଳାରେ 2 ଲକ୍ଷ 54 ହଜାର 326, ବାଣିଜ୍ୟରେ 24

ହଜାର 368, ବିଜ୍ଞାନରେ

1 ଲକ୍ଷ 14001 ଜଣ, ଧନ୍ଦାମୂଳକରେ 5 ହଜାର

887 ପରୀକ୍ଷାର୍ଥୀ ରହିଛନ୍ତି । ଚଳିତବର୍ଷ

ମୋଟ 3 ଲକ୍ଷ 98 ହଜାର 582 ପରୀକ୍ଷାର୍ଥୀ ଦେବେ ପରୀକ୍ଷା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande