ଶ୍ରୀ ଗୁରୁ ତେଗ ବାହାଦୂରଙ୍କ 350ତମ ସହିଦ ଦିବସରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ, 24 ନଭେମ୍ବର (ହି.ସ.)- ଶ୍ରୀ ଗୁରୁ ତେଗ ବାହାଦୂରଙ୍କ 350ତମ ସହିଦ ଦିବସରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଷ୍ଟ୍ରପତି କହିଛନ୍ତି ଯେ, ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କ 350ତମ
ଶ୍ରୀ ଗୁରୁ ତେଗ ବାହାଦୂରଙ୍କ 350ତମ ସହିଦ ଦିବସରେ     ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ରାଷ୍ଟ୍ରପତି


ନୂଆଦିଲ୍ଲୀ, 24 ନଭେମ୍ବର (ହି.ସ.)- ଶ୍ରୀ ଗୁରୁ ତେଗ ବାହାଦୂରଙ୍କ 350ତମ

ସହିଦ ଦିବସରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏନେଇ

ସୋସିଆଲ ମିଡିଆ ଏକ୍ସରେ ରାଷ୍ଟ୍ରପତି କହିଛନ୍ତି ଯେ, ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କ 350ତମ

ଶହୀଦ ଦିବସରେ ମୁଁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଧର୍ମ,

ନ୍ୟାୟ ଏବଂ ଦୃଢ଼ତାର ପଥରେ ଚାଲିବାର ତାଙ୍କ ବାର୍ତ୍ତା ସମଗ୍ର

ମାନବଜାତି ପାଇଁ ପ୍ରେରଣାସ୍ରୋତ। ଆସ୍ଥା ଏବଂ ମାନବାଧିକାର ସୁରକ୍ଷା ପାଇଁ ତାଙ୍କର ଦିଯାଇଥିବା ବଳିଦାନ

ଆମକୁ ପ୍ରତ୍ୟେକ ପରିସ୍ଥିତିକୁ ସାହସ,ଧୈର୍ଯ୍ୟ ଏବଂ ଦୃଢ଼

ସଂକଳ୍ପ ସହିତ ସମ୍ମୁଖୀନ ହେବାର ଶକ୍ତି ଦେଉଛି। ଆସନ୍ତୁ, ଆମେ ତାଙ୍କ ଶିକ୍ଷାକୁ

ଆତ୍ମସାତ କରି ଏକ ସଶକ୍ତ ଏବଂ ବିକଶିତ ଭାରତ ଗଠନ ପଥରେ ନିରନ୍ତର ଆଗକୁ ବଢ଼ି ଚାଲିବା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande