ତୁରୁମୁଙ୍ଗା ଠାରେ ଆତ୍ମ ନିର୍ଭର ଭାରତ ସଂକଳ୍ପ କାର୍ଯ୍ୟକ୍ରମ
କେନ୍ଦୁଝର, ୨୫ ନଭେମ୍ବର (ହି.ସ.)- ଆଜି ପାଟଣା ନିର୍ବାଚନ ମଣ୍ଡଳୀର ତୁରୁମୁଙ୍ଗା ଠାରେ ଆୟୋଜିତ ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସାଂସଦ ଅନନ୍ତ ନାୟକ ଯୋଗଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଶୁକଦେବ ମହାନ୍ତ, ବିଧାୟକ ଅ
Atma nirbhar karamasala at turumunga


କେନ୍ଦୁଝର, ୨୫ ନଭେମ୍ବର (ହି.ସ.)- ଆଜି ପାଟଣା ନିର୍ବାଚନ ମଣ୍ଡଳୀର ତୁରୁମୁଙ୍ଗା ଠାରେ ଆୟୋଜିତ ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସାଂସଦ ଅନନ୍ତ ନାୟକ ଯୋଗଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ

ଜିଲ୍ଲା ସଭାପତି ଶୁକଦେବ ମହାନ୍ତ, ବିଧାୟକ ଅଖିଳ ଚନ୍ଦ୍ର ନାଏକ, ପୂର୍ବତନ ଜିଲ୍ଲା ସଭାପତି ରାଧାକାନ୍ତ ମହାନ୍ତ ପ୍ରମୁଖ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ଶତାଧିକ କର୍ମୀ ଯୋଗଦେଇ ଆତ୍ମ ନିର୍ଭର ଭାରତ ସଂକଳ୍ପ ଗଢ଼ିବାକୁ ଶପଥ ନେଇଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande