ମାଣବସା ମହାଲକ୍ଷ୍ମୀ ପୂଜା ମହୋତ୍ସବ ଚୁଡାପାଲି
ବଲାଙ୍ଗିର, 25 ନଭେମ୍ବର (ହି.ସ.)ସଦର ବ୍ଲକ ଅନ୍ତର୍ଗତ ଚୁଡାପାଲି ଗ୍ରାମ ଠାରେ ୨୪ତମ ମାଣବସା ମହାଲକ୍ଷ୍ମୀ ପୂଜା ଏକ ଆଧ୍ୟାତ୍ମିକ ବର୍ଣ୍ଣାଢ୍ୟ ପରିବେଶରେ ମାର୍ଗଶିର ମାସ ସାରା ଅନୁଷ୍ଠିତ ହୋଇଥାଏ । ଏହି ପୂଜନୋତ୍ସବ ଏକ ବିଶେଷ ପରମ୍ପରା ରହିଛି । ମାର୍ଗଶିର ମାସର ଦ୍ୱିତୀୟ ପାଳି ପରେ ଏକ ବୈଦିକ ରୀତିର
ମାଣବସା ମହାଲକ୍ଷ୍ମୀ ପୂଜା ମହୋତ୍ସବ ଚୁଡାପାଲି


ବଲାଙ୍ଗିର, 25 ନଭେମ୍ବର (ହି.ସ.)ସଦର ବ୍ଲକ ଅନ୍ତର୍ଗତ ଚୁଡାପାଲି ଗ୍ରାମ ଠାରେ ୨୪ତମ ମାଣବସା ମହାଲକ୍ଷ୍ମୀ ପୂଜା ଏକ ଆଧ୍ୟାତ୍ମିକ ବର୍ଣ୍ଣାଢ୍ୟ ପରିବେଶରେ ମାର୍ଗଶିର ମାସ ସାରା ଅନୁଷ୍ଠିତ ହୋଇଥାଏ । ଏହି ପୂଜନୋତ୍ସବ ଏକ ବିଶେଷ ପରମ୍ପରା ରହିଛି । ମାର୍ଗଶିର ମାସର ଦ୍ୱିତୀୟ ପାଳି ପରେ ଏକ ବୈଦିକ ରୀତିରେ ବିବାହ ଲଗ୍ନ ସ୍ଥିର କରି ମାଁ ଲକ୍ଷ୍ମୀ ଦେବୀ ଓ ନୃସିଂହ ଦେବିଙ୍କୁ ବିବାହ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିବା ସହ ବିବାହ ଉତ୍ସବରେ ସାମିଲ ହୋଇଥିଲେ । ଅନୁଷ୍ଠାନର ସଭାପତି ଗୌନ୍ତିଆ ଲୋକନାଥ କୁମୁରା ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ମନୋଜ କୁମାର ପଟେଲ, ନିଳମଣି ଦଣ୍ଡସେନା, କପିଳ ବେହେରା, ମନୋଜ ଦଣ୍ଡସେନା, ପ୍ରମୋଦ ନାଏକ, ଶ୍ୟାମ ସୁନ୍ଦର ପୋଡ ଙ୍କ ସଂପାଦନାରେ କନ୍ୟାପିତା ଭାବେ ନିଳମଣି ଜାଲ, ମାତା ଶଶିରେଖା ଜାଲ ଓ ବରପିତା ବସନ୍ତ ସାହୁ, ମାତା ମନୋରମା ସାହୁ କର୍ତ୍ତା ଦାୟିତ୍ୱ ତୁଳାଇଥିଲେ । ପୂଜା କାର୍ଯ୍ୟ ନିଳମଣି ଷଡଙ୍ଗି, କ୍ଷିରୋଦ୍ର ଷଡଙ୍ଗି, ଅନନ୍ତ ଷଡଙ୍ଗି ପ୍ରମୁଖ ସମ୍ପାଦନା କରିଥିଲେ । ପ୍ରଥମ ବର୍ଷରେ ୰ ଲମ୍ବୋଦର ଷଡଙ୍ଗି, ନିଳମଣି ଷଡଙ୍ଗି, ବେଣୁଧର ବାଗ, ନିଳମଣି ଦଣ୍ଡସେନା, ରାମ କିଶୋର ଅଗ୍ରୱାଲ ଆରମ୍ଭ କରିଥିଲେ । ବିବାହ ଉତ୍ସବରେ ସଦସ୍ୟ ଦୁଲ୍ଲଭ ପାଣ୍ଡେ,କେଶବ, ଟିନୁ, ପ୍ରଶନ୍ନ, ଗୋଲକ, ଅଭିିନାଶ, ବିନୋଦ, ନବିନ, ହାଡୁ, ଗୋପାଳ, ରାହୁଲ, ପ୍ରମୋଦ, ସଂଜୟ, ଦୁଃଖିଶ୍ୟାମ, ପ୍ରଶଂନ୍ନ, ଅଂକିତ, ମାର୍କଣ୍ଡ, ଆଲୋକ, ଶଙ୍କର, ବରୁଣ, ରାଜେନ୍ଦ୍ର, ସରୋଜ, ନିଲୁ, ଗଣେଷ, ସରୋଜ, ଦିପକ, ମୁନା, ରିଙ୍କୁ, ଗୋପାଳ, ଶାନ୍ତ, ପିଣ୍ଟୁ, ସୁମନ୍ତ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande