
ଭୁବନେଶ୍ୱର,୨୫ ନଭେମ୍ବର (ହି.ସ)- ରାଜ୍ୟରେ ବାଘ ସଂଖ୍ୟା ବୃଦ୍ଧି ପାଇଛି। ଗତବର୍ଷ ୨୭ଟି ବାଘ ଥିବାବେଳେ ଚଳିତ ବର୍ଷ ବାଘ ସଂଖ୍ୟା ୩୨ରେ ପହଂଚିଛି। ସେଥିମଧ୍ୟରେ ୯ଟି ଛୋଟ ବାଘଛୁଆ ଥିବା ୨ମାସ ତଳେ ହୋଇଥିବା ସର୍ଭେରୁ ଜଣାପଡିଛି। ପ୍ରଧାନ ବନ୍ୟ ସଂରକ୍ଷକ ପ୍ରେମ କୁମାର ଝା ଏହି ସୂଚନା ଦେଇଛନ୍ତି।ମ
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା