
ଭୁବନେଶ୍ୱର, 25 ନଭେମ୍ବର (ହି.ସ.)- ଆଜି ଓଡିଶା ଆସୁଛନ୍ତି ଶୁଭ୍ରାଂଶୁ ଶୁକ୍ଳା । ୨୬ ତାରିଖ କାର୍ଯ୍ୟକ୍ରମରେ ଯୋଗ ଦେବେ । ଭାରତର ଗର୍ବ ତଥା ମହାକାଶଚାରୀ ଶୁଭ୍ରାଂଶୁ ଶୁକ୍ଳା ଓଡିଶା ଆସୁଛନ୍ତି ।୨୬ ତାରିଖରେ ଭୁବନେଶ୍ବର ସ୍ଥିତ ସାଇଇଣ୍ଟରନ୍ୟାସନାଲ୍ ସ୍କୁଲର ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେଠାରେ ସେ ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ଦେବେ । ଏହା ସହିତ ସ୍ପେସ ସମ୍ବନ୍ଧୀୟ ଅନେକ କଥା ମଧ୍ୟ ରଖିବେ । ଗଗନାଯାନ ନିଜର ଅନୁଭୂତି ବିଷୟରେ ପିଲାଙ୍କ ସହ କିଛି ମୁହୂର୍ତ୍ତ ବାଣ୍ଟିବେ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ