ଲାଂଚ ନେଲାବେଳେ ଏଆରଆଇଙ୍କୁ ବାନ୍ଧିଲା ଭିଜିଲାନ୍ସ
କେନ୍ଦ୍ରାପଡ଼ା, ୨୫ ନଭେମ୍ବର(ହି.ସ.) – କେନ୍ଦ୍ରାପଡ଼ା ତହସିଲ ଅଧିନ ନିକିରାଇ ରାଜସ୍ୱ ସକର୍ଲର ଏଆରଆଇ ଅଭିମନ୍ୟୁ ବେହେରାଙ୍କୁ ଆଜି ଭିଜିଲାନ୍ସ ଟିମ୍ ୧୨ ହଜାର ଟଙ୍କା ଲାଂଚ ନେଲୋବେଳ କାବୁ କରିନେଇଛି । ହିତାଧିକାରୀ ଶ୍ରୀନାଥ ମଲିକଙ୍କ ଠାରୁ ଜମିର କିସମ ପରିବର୍ତନପାଇଁ ଏଆରଆଇ ବେହେରା ବାରମ୍ବାର ଦୌଡାଇ
fûõP         ù^fûùaùk G@ûe@ûA uê aû§òfû bòRòfû^è


କେନ୍ଦ୍ରାପଡ଼ା, ୨୫ ନଭେମ୍ବର(ହି.ସ.) – କେନ୍ଦ୍ରାପଡ଼ା ତହସିଲ ଅଧିନ ନିକିରାଇ ରାଜସ୍ୱ ସକର୍ଲର ଏଆରଆଇ ଅଭିମନ୍ୟୁ ବେହେରାଙ୍କୁ ଆଜି ଭିଜିଲାନ୍ସ ଟିମ୍ ୧୨ ହଜାର ଟଙ୍କା ଲାଂଚ ନେଲୋବେଳ କାବୁ କରିନେଇଛି । ହିତାଧିକାରୀ ଶ୍ରୀନାଥ ମଲିକଙ୍କ ଠାରୁ ଜମିର କିସମ ପରିବର୍ତନପାଇଁ ଏଆରଆଇ ବେହେରା ବାରମ୍ବାର ଦୌଡାଇବା ସହ ୧୨ହଜାର ଟଙ୍କା ଲାଂଚ ନେବେ ବୋଲି କଥା ଛିଡିଥିଲା । ତେବେ ଆଜି ଟଙ୍କା ଲାଂଚ ନେଲାବେଳେ ୧୧ଟା ସମୟରେ ପୂବର୍ରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ୍ ଏଆରଆଇ ବେହେରାଙ୍କୁ ଟଙ୍କା ସହ କାବୁ କରି ନେଇଛି। ଏହାସହ ଏଆରଆଇ ଅଭିମନ୍ୟୁ ବେହେରାଙ୍କ ପୈତୃକ ଘର ଆଳି, ବାସଭବନ ଗରାପୁର ଓ ଅଫିସ୍ ରେଡ କରି ଆୟ ବହିର୍ଭୁତ ସମ୍ପତି ଖୋଳତାଡ଼ କରୁଥିବା ଜଣାପଡିଛି।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande