ତାସର ଘର ଭଳି ବିଜେଡି ଭାଙ୍ଗିଯିବ - ସମ୍ପଦ ସ୍ୱାଇଁ
ଭୁବନେଶ୍ୱର, ୨୫ ନଭେମ୍ବର (ହି.ସ)- ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟଙ୍କ ବୟାନ ଉପରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ପ୍ରତିକ୍ରିୟା ରଖିଛନ୍ତି। ସମ୍ପଦ ସ୍ୱାଇଁ କହିଛନ୍ତି ଆଗକୁ ବିଜେଡି ଇତିହାସ ହୋଇଯିବ। ବିଜେଡି ଜଣେ ୱାନ ମେନ ଆର୍ମି, ଜଣଙ୍କ ଇସାରାରେ କାମ ଚାଲେ। ଆଗରୁ ଏହା ଚାଲୁଥିଲା, କ୍ଷମତାର
ତାସର ଘର ଭଳି ବିଜେଡି ଭାଙ୍ଗିଯିବ - ସମ୍ପଦ ସ୍ୱାଇଁ


ଭୁବନେଶ୍ୱର, ୨୫ ନଭେମ୍ବର (ହି.ସ)- ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟଙ୍କ ବୟାନ ଉପରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ପ୍ରତିକ୍ରିୟା ରଖିଛନ୍ତି। ସମ୍ପଦ ସ୍ୱାଇଁ କହିଛନ୍ତି ଆଗକୁ ବିଜେଡି ଇତିହାସ ହୋଇଯିବ। ବିଜେଡି ଜଣେ ୱାନ ମେନ ଆର୍ମି, ଜଣଙ୍କ ଇସାରାରେ କାମ ଚାଲେ। ଆଗରୁ ଏହା ଚାଲୁଥିଲା, କ୍ଷମତାରେ ଥିବା ବେଳେ କେହି ମୁଁହ ଖୋଲୁନଥିଲେ। ଆଗକୁ ଅନେକ ନେତା ମୁଁହ ଖୋଲିବେ, ତାସର ଘର ଭଳି ବିଜେଡି ଭାଙ୍ଗିଯିବ ବୋଲି କହିଛନ୍ତି ସମ୍ପଦ ସ୍ୱାଇଁ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande