
ଭୁବନେଶ୍ୱର, 26 ନଭେମ୍ବର (ହି.ସ.) ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ବିଭାଗଙ୍କ ତରଫରୁ ଟ୍ରାଂଜିଟ ଷ୍ଟେସନ୍ ଉଦ୍ଘାଟନ ଓ ମୁଖ୍ୟମନ୍ତ୍ରୀ
କାମଧେନୁ ଯୋଜନା ଅଧୀନରେ ଗୋବଂଟନ କାର୍ଯକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଗୋକୁଲାନନ୍ଦ ମଲ୍ଲିକ୍ ମୁଖ୍ୟ ଅତିଥି
ଭାବେ ଯୋଗଦେବେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ