ବିଧାନସଭା ପରିସରରେ  ନୀଳକଣ୍ଠ ଦାଶଙ୍କ ପାଳିତ ହେବ ନୀଳକଣ୍ଠ ଦାଶଙ୍କ ପୁଣ୍ୟତିଥିରେ କାର୍ଯ୍ୟକ୍ରମ
ଭୁବନେଶ୍ୱର, 6 ନଭେମ୍ବର (ହି.ସ.) ଭୁବନେଶ୍ୱର, 06 ନଭେମ୍ବର (ହି.ସ.) ଓଡିଶା ବିଧାନସଭା ପରିସରରେ ପଣ୍ଡିତ ନୀଳକଣ୍ଠ ଦାଶଙ୍କ ଶ୍ରାଦ୍ଧ ଅବସରରେ ବାଚସ୍ପତି, ମନ୍ତ୍ରୀମଣ୍ଡଳର ସଦସ୍ୟ, ବିଧାୟକ, ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ପଣ୍ଡିତ ନୀଳକଣ୍ଠଙ୍କ ପ୍ରତିମୂର୍ତ୍ତିରେ
ବିଧାନସଭା ପରିସରରେ  ନୀଳକଣ୍ଠ ଦାଶଙ୍କ ପାଳିତ ହେବ ନୀଳକଣ୍ଠ ଦାଶଙ୍କ ପୁଣ୍ୟତିଥିରେ     କାର୍ଯ୍ୟକ୍ରମ


ଭୁବନେଶ୍ୱର, 6 ନଭେମ୍ବର (ହି.ସ.)

ଭୁବନେଶ୍ୱର, 06 ନଭେମ୍ବର (ହି.ସ.) ଓଡିଶା

ବିଧାନସଭା ପରିସରରେ ପଣ୍ଡିତ ନୀଳକଣ୍ଠ ଦାଶଙ୍କ ଶ୍ରାଦ୍ଧ ଅବସରରେ ବାଚସ୍ପତି, ମନ୍ତ୍ରୀମଣ୍ଡଳର ସଦସ୍ୟ, ବିଧାୟକ, ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ପଣ୍ଡିତ ନୀଳକଣ୍ଠଙ୍କ ପ୍ରତିମୂର୍ତ୍ତିରେ

ଶ୍ରଦ୍ଧାସୁମନ ଅର୍ପଣ କରିବେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande