୨ ବର୍ଷର ଶିଶୁର ବିରଳ ପ୍ରତିଭା,ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲା ନାମ
କେନ୍ଦ୍ରାପଡା, 7 ନଭେମ୍ବର (ହି.ସ.)କେନ୍ଦ୍ରାପଡ଼ା ପୌରାଞ୍ଚଳ ସ୍ଥିତ ୨ ନମ୍ବର ୱାର୍ଡ ସାରଙ୍ଗ ଗ୍ରାମର ପ୍ରିୟବ୍ରତ ଦାସଙ୍କ ଏକ ମାତ୍ର କନ୍ୟା ପ୍ରିଶୁଭ ତନୟା ଦାସ ବୟସ ୨ ବର୍ଷ ୧ ମାସରେ ସେ ବିରଳ ପ୍ରତିଭା ପ୍ରଦର୍ଶନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟାନିତ କରିଛନ୍ତି । ପ୍ରିଶୁଭ ଇଂରାଜୀରେ ୨୭ ଗୋଟି ବନ୍ୟ ଜ
------------୨ ବର୍ଷର ଶିଶୁର ବିରଳ ପ୍ରତିଭା,


କେନ୍ଦ୍ରାପଡା, 7 ନଭେମ୍ବର (ହି.ସ.)କେନ୍ଦ୍ରାପଡ଼ା ପୌରାଞ୍ଚଳ ସ୍ଥିତ ୨ ନମ୍ବର ୱାର୍ଡ ସାରଙ୍ଗ ଗ୍ରାମର ପ୍ରିୟବ୍ରତ ଦାସଙ୍କ ଏକ ମାତ୍ର କନ୍ୟା ପ୍ରିଶୁଭ ତନୟା ଦାସ ବୟସ ୨ ବର୍ଷ ୧ ମାସରେ ସେ ବିରଳ ପ୍ରତିଭା ପ୍ରଦର୍ଶନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟାନିତ କରିଛନ୍ତି । ପ୍ରିଶୁଭ ଇଂରାଜୀରେ ୨୭ ଗୋଟି ବନ୍ୟ ଜନ୍ତୁ ର ନାମ, ୧୬ ଗୋଟି ଫଳର ନାମ, ଗଣନା ୧ ରୁ ୨୦, ୧୫ ଜାତୀୟ ସଙ୍କେତ , ୨୮ ଗୋଟି ରାଜ୍ୟର ରାଜଧାନୀ ର ନାମ, ୭ ଗୋଟି ମହାଦେଶର ନାମ ଏବଂ ସମସ୍ତ ମାସର ନାମ କହି ପାରୁଥିବାରୁ ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସ୍ଥାନ ପାଇଅଛନ୍ତି । ସେ ମଧ୍ୟ ଇଣ୍ଡିଆ ବୁକ ଅଫ ରେକର୍ଡ ତରଫରୁ ପୁରସ୍କୃତ ହୋଇଅଛନ୍ତି ।ସ୍ଥାନୀୟ ଜଣାଶୁଣା ସମାଜସେବୀ ନରୋତମ ଦାସଙ୍କ ନାତୁଣୀ ଅଟନ୍ତି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande