ସଂସଦର ଶୀତକାଳୀନ ଅଧିବେଶନ ୧ରୁ
ନୂଆଦିଲ୍ଲୀ ,୦୮ ନଭେମ୍ବର (ହି.ସ)-ସଂସଦର ଶୀତକାଳୀନ ଅଧିବେଶନ ୧ ଡିସେମ୍ବରରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଶନିବାର ଏହା ଘୋଷଣା କରିଛନ୍ତି।କିରେନ୍ ରିଜିଜୁ , ଏକ୍ସ ପୋଷ୍ଟରେ ଏକ ବିବୃତ୍ତିରେ କହିଛନ୍ତି ଯେ ସଂସଦର ଶୀତକାଳ
ସଂସଦର ଶୀତକାଳୀନ ଅଧିବେଶନ ୧ରୁ


ନୂଆଦିଲ୍ଲୀ ,୦୮ ନଭେମ୍ବର (ହି.ସ)-ସଂସଦର ଶୀତକାଳୀନ

ଅଧିବେଶନ ୧ ଡିସେମ୍ବରରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ

କିରେନ୍ ରିଜିଜୁ ଶନିବାର ଏହା ଘୋଷଣା କରିଛନ୍ତି।କିରେନ୍ ରିଜିଜୁ , ଏକ୍ସ ପୋଷ୍ଟରେ ଏକ ବିବୃତ୍ତିରେ କହିଛନ୍ତି ଯେ ସଂସଦର ଶୀତକାଳୀନ ଅଧିବେଶନ ୧

ଡିସେମ୍ବର୨୦୨୫ ରୁ 19 ଡିସେମ୍ବର

୨୦୨୫ ପର୍ଯ୍ୟନ୍ତ (ସଂସଦୀୟ କାର୍ଯ୍ୟର ଆବଶ୍ୟକତା

ଅନୁଯାୟୀ) ଆୟୋଜନ କରିବାର ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଆମେ ଏକ ଗଠନମୂଳକ ଏବଂ ଫଳପ୍ରଦ

ଅଧିବେଶନ ଅପେକ୍ଷା କରୁଛୁ ଯାହା ଆମର ଗଣତନ୍ତ୍ରକୁ ସୁଦୃଢ଼ ​​କରିବ ଏବଂ ଲୋକଙ୍କ ଆକାଂକ୍ଷା

ପୂରଣ କରିବ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande