
ଭୁବନେଶ୍ୱର, 09 ନଭେମ୍ବର (ହି.ସ.), ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ନୂଆପଡ଼ା ଉପ ନିର୍ବାଚନ ପ୍ରଚାର ଶେଷ ପୂର୍ବରୁ ଭିଡିଓ ବାର୍ତ୍ତା ଜରିଆରେ ଦଳ ପାଇଁ ଭୋଟ ମାଗିଠନ୍ତି । ସେ ବିଜେଡି ବିଧାୟିକା ପ୍ରାଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ