
ଭୁବନେଶ୍ୱର, 12 ଡିସେମ୍ବର (ହି.ସ.)- ମୋକିମ ଚିଠି
ପ୍ରସଙ୍ଗ, ଦିଲ୍ଲୀରେ ହେବ ଆଲୋଚନା । ଓଡ଼ିଶା କଂଗ୍ରେସରେ ବିବାଦ ନେଇ କଂଗ୍ରେସ ନେତା ଦିଲ୍ଲୀ
ନେତାଙ୍କ ସହିତ ଆଲୋଚନା ହେବ। ଓଡ଼ିଶାରେ କଂଗ୍ରେସ ପାଇଁ ସୁଯୋଗ ଅଛି। ସେହି ସୁଯୋଗର ଫାଇଦା
କଂଗ୍ରେସ କିଭଳି ନେବ, ବିବାଦର
ଆପୋଷ ସମାଧାନ ହୋଇ କଂଗ୍ରେସ କିଭଳି ସଂଗଠିତ ହୋଇ କାମ କରିବ ସେ ନେଇ ଦଳର ବରିଷ୍ଠ ନେତା ମାନେ
କେନ୍ଦ୍ରୀୟ ନେତା ମାନକ ସହିତ ବୈଠକ ହେବ ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ
କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା