ଡ.ବାଲକୃଷ୍ଣ ଶିବରାମ ମୁଂଜେଙ୍କ ଜୟନ୍ତୀରେ ତାଙ୍କୁ ନମନ କଲେ ପ୍ରଭାତି ପରିଡା
ଭୁବନେଶ୍ୱର, 12 ଡିସେମ୍ବର (ହି.ସ.)- ଡ.ବାଲକୃଷ୍ଣ ଶିବରାମ ମୁଂଜେଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ଡ.ବାଲକୃଷ୍ଣ ଶିବରାମ ମୁଂଜେଙ୍କ ଜୟନ୍ତୀରେ ତାଙ୍କୁ କୋଟି
ପ୍ରଭାତି ପରିଡା


ଭୁବନେଶ୍ୱର, 12 ଡିସେମ୍ବର (ହି.ସ.)- ଡ.ବାଲକୃଷ୍ଣ ଶିବରାମ ମୁଂଜେଙ୍କ

ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ

ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ଡ.ବାଲକୃଷ୍ଣ ଶିବରାମ ମୁଂଜେଙ୍କ ଜୟନ୍ତୀରେ ତାଙ୍କୁ

କୋଟି କୋଟି ପ୍ରଣାମ । ତାଙ୍କ ଆଦର୍ଶ ଆଜି ବି ଆମର ମାର୍ଗଦର୍ଶକ ଅଟେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande