ଏସଆଇ ନିଯୁକ୍ତି ସ୍କାମ, 4 ଅଭିଯୁକ୍ତଙ୍କ ଦୁଇ ଦିନିଆ ରିମାଣ୍ଡ ଶେଷ
ଭୁବନେଶ୍ୱର, 13 ଡିସେମ୍ବର (ହି.ସ.)- ପୋଲିସ ଏସଆଇ ଚାକିରୀ କେଳେଙ୍କାରୀ ଘଟଣା । ଆଜି 4 ଅଭିଯୁକ୍ତଙ୍କ ଦୁଇ ଦିନିଆ ରିମାଣ୍ଡ ଶେଷ ହୋଇଛି । ମୁନା ମହାନ୍ତି, ଶ୍ରୀକାନ୍ତ ମହାରଣା, ଟି ଅଭିମନ୍ୟୁ ଦୋରା ଓ ପ୍ରିୟଦର୍ଶନି ସାମଲଙ୍କ ସରିଲା ଦୁଇଦିନିଆ ରିମାଣ୍ଡ । ରିମାଣ୍ଡ ସରି
ଏସଆଇ ନିଯୁକ୍ତି ସ୍କାମ, 4     ଅଭିଯୁକ୍ତଙ୍କ ଦୁଇ ଦିନିଆ ରିମାଣ୍ଡ ଶେଷ


ଭୁବନେଶ୍ୱର, 13 ଡିସେମ୍ବର (ହି.ସ.)- ପୋଲିସ ଏସଆଇ ଚାକିରୀ

କେଳେଙ୍କାରୀ ଘଟଣା । ଆଜି 4 ଅଭିଯୁକ୍ତଙ୍କ ଦୁଇ ଦିନିଆ ରିମାଣ୍ଡ ଶେଷ ହୋଇଛି । ମୁନା ମହାନ୍ତି, ଶ୍ରୀକାନ୍ତ ମହାରଣା, ଟି

ଅଭିମନ୍ୟୁ ଦୋରା ଓ ପ୍ରିୟଦର୍ଶନି ସାମଲଙ୍କ ସରିଲା ଦୁଇଦିନିଆ ରିମାଣ୍ଡ । ରିମାଣ୍ଡ ସରିବା ପରେ 4ଅଭିଯୁକ୍ତଙ୍କୁ ସ୍ୱତନ୍ତ୍ର

ସିବିଆଇ କୋର୍ଟରେ ହାଜର କରିବ ସିବିଆଇ । ମୁଖ୍ୟ

ମାଷ୍ଟର ମାଇଣ୍ଡ ମୁନା ଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସିବିଆଇ ପାଇଥିବା ସୂଚନା ମିଳିଛି । ଖୁଵଶୀଘ୍ର

ରିମାଣ୍ଡରେ ଆସିବେ ଶଙ୍କର ପୃଷ୍ଟି ଏବଂ ସୁରେଶ ନାୟକ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande