ଜେଜେବାପା ଜେଜେମା ସମ୍ମିଳନୀ
ଜୟପୁର, ୧୩ ଡିସେମ୍ବର (ହି.ସ.) - ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଅରବିନ୍ଦ ନଗର ,ଜୟପୁର ଠାରେ ଜେଜେବାପା ଓ ଜେଜେମା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଅଜୟ କୁମାର ରାଉତ ଯୋଗ ଦେଇଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ସଦସ୍ୟା ଗୌରୀ ପଣ୍ଡା ଏବଂ ପ୍ରଧାନ ଆଚାର୍ଯ୍ୟ ଡକ୍ଟର ରମଣୀ ର
ଜେଜେବାପା ଜେଜେମା ସମ୍ମିଳନୀ


ଜୟପୁର, ୧୩ ଡିସେମ୍ବର (ହି.ସ.) - ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଅରବିନ୍ଦ ନଗର ,ଜୟପୁର ଠାରେ ଜେଜେବାପା ଓ ଜେଜେମା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଅଜୟ କୁମାର ରାଉତ ଯୋଗ ଦେଇଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ସଦସ୍ୟା ଗୌରୀ ପଣ୍ଡା ଏବଂ ପ୍ରଧାନ ଆଚାର୍ଯ୍ୟ ଡକ୍ଟର ରମଣୀ ରଞ୍ଜନ ଦାସଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜେଜେବାପା ଏବଂ ଜେଜେମା ଙ୍କ ଅନୁଭୂତି କଥନ ସହ ବିଭିନ୍ନ ଆକର୍ଷଣୀୟ କାର୍ଯ୍ୟକ୍ରମ ଯଥା ଅମୃତ କଳସ, ହୁଳହୁଳି ଏବଂ ଶୃଙ୍ଗାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିବା ଜେଜେବାପା, ଜେଜେମା ଏବଂ ଆଇ ଅଜାଙ୍କୁ ପୁରସ୍କୃତ କରାଯାଇଥିଲା । ଶାନ୍ତି ମନ୍ତ୍ର ପରେ କାର୍ଯ୍ୟକ୍ରମଟି ଶେଷ ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande