
ଭୁବନେଶ୍ୱର, 13 ଡିସେମ୍ବର (ହି.ସ.)- ମୁଖ୍ୟମନ୍ତ୍ରୀ
ଶ୍ରୀ ମୋହନ ଚରଣ ମାଝୀ ତାଙ୍କ ବାସଭବନରେ
ବିଶିଷ୍ଟ ଗାଳ୍ପିକ ତଥା ସ୍ତମ୍ଭକାର ଶ୍ରୀ ବିଜୟ ନାୟକଙ୍କ ରଚିତ ଗଳ୍ପ ସଂକଳନ 'ସୁବ୍ରତ ଏବେ କେଉଁଠି ' ଉନ୍ମୋଚନ କରିଛନ୍ତି। ଶ୍ରୀ ନାୟକ
ଏବେ ମହାମହିମ ରାଷ୍ଟ୍ରପତିଙ୍କ ଅତିରିକ୍ତ ପ୍ରେସ ସେକ୍ରେଟାରୀ ଭାବେ କାର୍ଯ୍ୟରତ ଅଛନ୍ତି। ଏହି
ପୁସ୍ତକ ଓଡ଼ିଶାର ପ୍ରସିଦ୍ଧ ପ୍ରକାଶନୀ ସଂସ୍ଥା ବିଦ୍ୟାପୁରୀ ଦ୍ଵାରା ପ୍ରକାଶିତ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା