
ଭୁବନେଶ୍ୱର, 13 ଡିସେମ୍ବର (ହି.ସ.)- ସାଂସଦ ସମ୍ବିତ
ପାତ୍ରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ
ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ପୁରୀ ସାଂସଦ ସମ୍ବିତ ପାତ୍ରଜୀଙ୍କୁ ଜନ୍ମଦିନର
ଅଭିନନ୍ଦନ।
ମହାପ୍ରଭୁ ଶ୍ରୀ ଜଗନ୍ନାଥ
ଆପଣଙ୍କୁ ସୁସ୍ୱାସ୍ଥ୍ୟ, ସୁଖ ଓ ନବୀନ ଶକ୍ତି ପ୍ରଦାନ
କରୁନ୍ତୁ, ଯାହାଦ୍ୱାରା ଆପଣ ଜନସେବା ଓ ଦେଶସେବାରେ ନିରନ୍ତର ଭାବେ ନିଜକୁ
ନିୟୋଜିତ ରଖିପାରିବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା