ଅମିୟ କୁମାର ଖିଲାର ଏସଏନଇଏ ର ଅଖିଲ ଭାରତୀୟ ସିଏଚକ୍ୟୁ ଆଡ୍‌ଭାଇଜର ଭାବେ ସର୍ବସମ୍ମତିରେ ନିର୍ବାଚିତ
ଅହମଦାବାଦ, 17 ଡିସେମ୍ବର (ହି.ସ.) ସଞ୍ଚାର ନିଗମ ଏକ୍ସିକ୍ୟୁଟିଭ୍ସ ଆସୋସିଏସନ୍ (ଏସଏନଇଏ ), ଓଡ଼ିଶା ସର୍କଲର ଜଣେ ଖ୍ୟାତିସମ୍ପନ୍ନ ନେତା ଶ୍ରୀ ଅମିୟ କୁମାର ଖିଲାରଙ୍କୁ ଏସଏନଇଏ , ନୂଆଦିଲ୍ଲୀର ଅଖିଲ ଭାରତୀୟ କେନ୍ଦ୍ରୀୟ ମୁଖ୍ୟାଳୟ (ସିଏଚକ୍ୟୁ ) ଆଡ୍‌ଭାଇଜର ଭାବେ ସର୍ବସମ୍ମତିରେ ନିର୍ବାଚିତ କରାଯାଇ
ଅମିୟ କୁମାର ଖିଲାର ଏସଏନଇଏ ର ଅଖିଲ ଭାରତୀୟ ସିଏଚକ୍ୟୁ ଆଡ୍‌ଭାଇଜର ଭାବେ ସର୍ବସମ୍ମତିରେ ନିର୍ବାଚିତ


ଅହମଦାବାଦ, 17 ଡିସେମ୍ବର (ହି.ସ.) ସଞ୍ଚାର ନିଗମ ଏକ୍ସିକ୍ୟୁଟିଭ୍ସ ଆସୋସିଏସନ୍ (ଏସଏନଇଏ ), ଓଡ଼ିଶା ସର୍କଲର ଜଣେ ଖ୍ୟାତିସମ୍ପନ୍ନ ନେତା ଶ୍ରୀ ଅମିୟ କୁମାର ଖିଲାରଙ୍କୁ ଏସଏନଇଏ , ନୂଆଦିଲ୍ଲୀର ଅଖିଲ ଭାରତୀୟ କେନ୍ଦ୍ରୀୟ ମୁଖ୍ୟାଳୟ (ସିଏଚକ୍ୟୁ ) ଆଡ୍‌ଭାଇଜର ଭାବେ ସର୍ବସମ୍ମତିରେ ନିର୍ବାଚିତ କରାଯାଇଛି।

ଏହି ନିର୍ବାଚନ ଏସଏନଇଏ ର କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି ସଭାରେ ୧୩ ଡିସେମ୍ବର ଠାରୁ ୧୪ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଆହମେଦାବାଦ, ଗୁଜରାଟରେ ଆୟୋଜିତ ହୋଇଥିଲା।

ଶ୍ରୀ ଖିଲାର ତାଙ୍କର ସତତା, ନିଷ୍ଠା, ସଂଗଠନ ପ୍ରତି ସମର୍ପଣ ଓ ସୁଦୃଢ଼ ନେତୃତ୍ୱ ଗୁଣ ପାଇଁ ସମଗ୍ର ଦେଶର ପ୍ରତିନିଧିମାନଙ୍କ ମଧ୍ୟରେ ବିଶେଷ ସ୍ୱୀକୃତି ଲାଭ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande