
ଭୁବନେଶ୍ୱର, ୧୯ ଡିସେମ୍ବର (ହି.ସ.)- ବିଧାୟକ ଦରମା ବୃଦ୍ଧି ପୁର୍ନବିଚାର ଲୋକ ଦେଖାଣିଆ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି । କିଏ କହିଲା ବିଜେପି ୩ଗୁଣା ବିଧାୟକଂକ ଦରମା ବୃଦ୍ଧି କରିବାକୁ। ବିଧାୟକ ମାନେ ତ ଦରମା ବୃଦ୍ଧିକୁ ନେଇ ଆନ୍ଦୋଳନ କରୁନଥିଲେ । ତେବେ କାହିଁକି ହଠାତ୍ ଦରମା ବୃଦ୍ଧି କଲେ ଓ ଏବେ କାହିଁକି ପ୍ରତ୍ୟାହାର କରୁଛନ୍ତି । କେବଳ ଲୋକ ଦେଖାଣିଆ ଭାବେ ପୂର୍ନବିଚାର କରିବାକୁ ପ୍ରସ୍ତାବ ଦେଇଛନ୍ତି । ଦିଲ୍ଲୀ ଇସାରାରେ ବିଜେପି ବିଧାୟକଙ୍କ ଦରମା ବୃଦ୍ଧି କରିଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା