ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ପକ୍ଷରୁ ବସ୍ତ୍ର ବଣ୍ଟନ
କେନ୍ଦ୍ରାପଡା, 19 ଡିସେମ୍ବର (ହି.ସ.): ଆମ ଓଡିଶା ର କୋରାପୁଟ ଜିଲ୍ଲା ଏକ ପ୍ରକୁତିକ ଜିଲ୍ଲା ଅଟେ କ୍ଷ ଏଠାରେ ସହର କୁ ଛାଡି ଅନ୍ୟ ଅଞ୍ଚଳ ରେ ଆଦିବାସୀ ମାନେ ବସବାସ କରୁଥିବା ର ନଜିର ରହିଛି କ୍ଷ ଏହି କୋରାପୁଟ ଜିଲ୍ଲାର କୋଟିଆ ଏକ ଅଂଚଳ ରହିଛି। ଏହି ଅଂଚଳ ଟି ଓଡିଶା ର ସୀମାନ୍ତ ଅଟେ କ୍ଷ ନିକଟବର
---------------ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ପକ୍ଷରୁ ବସ୍ତ୍ର ବଣ୍ଟନ


କେନ୍ଦ୍ରାପଡା, 19 ଡିସେମ୍ବର (ହି.ସ.): ଆମ ଓଡିଶା ର କୋରାପୁଟ ଜିଲ୍ଲା ଏକ ପ୍ରକୁତିକ ଜିଲ୍ଲା ଅଟେ କ୍ଷ ଏଠାରେ ସହର କୁ ଛାଡି ଅନ୍ୟ ଅଞ୍ଚଳ ରେ ଆଦିବାସୀ ମାନେ ବସବାସ କରୁଥିବା ର ନଜିର ରହିଛି କ୍ଷ ଏହି କୋରାପୁଟ ଜିଲ୍ଲାର କୋଟିଆ ଏକ ଅଂଚଳ ରହିଛି। ଏହି ଅଂଚଳ ଟି ଓଡିଶା ର ସୀମାନ୍ତ ଅଟେ କ୍ଷ ନିକଟବର୍ତ୍ତୀ ରାଜ୍ୟ ଆନ୍ଧ୍ର ପ୍ରଦେଶ ବେଳେବେଳେ ଏହି ସ୍ଥାନ କୁ ନିଜର ଅଞ୍ଚଳ ପାଇଁ ମଧ୍ୟ ଦାବି କରିଥାଏ । ଏହି କୋଟିଆ ରେ ବସବାସ କରୁଥିବା ଲୋକେ ଶବର ସମ୍ପ୍ରଦାୟ ର ଅଟନ୍ତି କ୍ଷ ଏହି ସ୍ଥାନ ଠୁ ସହର ପ୍ରାୟ ୩୦ କିଲୋମିଟର ହୋଇଥାଏ କ୍ଷ ଏମାନଙ୍କୁ ସମସ୍ତ ପ୍ରକାର ଜିନିଷ ସଠିକ ଢଙ୍ଗ ରେ ମିଳି ନ ଥାଏ। ବସ୍ତ୍ର ପାଇଁ ଅଭାବ ମଧ୍ୟ ରହିଥାଏ । ଏହାକୁ ଲକ୍ଷ୍ୟ ରଖି କେନ୍ଦ୍ରାପଡ଼ା ଜିଲ୍ଲାର ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଏହି ଅଂଚଳ ରେ ପହଂଚି ଥିଲେ । ଅଂଚଳ ବାସୀ ଙ୍କ ପାଇଁ ବସ୍ତ୍ର ବ୍ୟବସ୍ତା କରିଥିଲେ କ୍ଷ ଏହାକୁ ନେବା ପାଇଁ ବୟସ୍କ ବୃଦ୍ଧା ଓ ପିଲାମାନଙ୍କର ଭିଡ଼ ପ୍ରବଳ ଥିଲା କ୍ଷ ବୁଢା ଲୋକ ମାନେ ଅତି ଆଦର ସହକାରେ ବସ୍ତ୍ର ନିଜ ପରିବାର ପାଇଁ ସଂଗ୍ରହ କରୁଥିଲେ କ୍ଷ କିଛି ବୁଢ଼ୀ ମା କର୍ମକର୍ତା ଙ୍କୁ ଆଶୀର୍ବାଦ ବି କରି ଯାଉଥଲେ କ୍ଷ ଏହି କାର‌୍ୟ୍ୟକ୍ରମ ରେ କର୍ମକର୍ତା ଙ୍କ ବାର୍ତ୍ତା ଥିଲା - ଆମ କର୍ମ, ଆମ ପରିଚୟ କ୍ଷ ଏହି କାର‌୍ୟ୍ୟକ୍ରମ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି, କଟକ ଜିଲ୍ଲା ପ୍ରତିନିଧି ମକର ବେହେରା, ସାମାଜିକ ଗଣ ମାଧ୍ୟମ ପ୍ରତିନିଧି ଗୌରାଙ୍ଗ ନାୟକ, ଅଭୟ ବେହେରା, ତପନ ସେନାପତି, ଦେବେନ୍ଦ୍ର ନାୟକ, ବିକାଶ ପାତ୍ର ଓ ଦିଲ୍ଲୀପ କୁମାର ନାଥ ସାମିଲ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande