ୟୁପି ବିଜେପି ଅଧ୍ୟକ୍ଷ- ଧର୍ମେନ୍ଦ୍ର ପ୍ରଧାନ ଭେଟଘାଟ
ନୂଆଦିଲ୍ଲୀ, 19 ଡିସେମ୍ବର (ହି.ସ.)- ଉତର ପ୍ରଦେଶ ବିଜେପି ଅଧ୍ୟକ୍ଷ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ସାକ୍ଷାତ ହୋଇଛି । ଏନେଇ ସୋସିଆଲ ମିଡିଆ ଏକ୍ସରେ ଫଟୋ ସେୟାର କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆଜି ଉତର ପ୍ରଦେଶ ବିଜେପି ଅଧ୍ୟକ୍ଷ ଶ
କେନ୍ଦ୍ରମନ୍ତ୍ରୀଙ୍କ ସାକ୍ଷାତ


ନୂଆଦିଲ୍ଲୀ, 19 ଡିସେମ୍ବର (ହି.ସ.)- ଉତର ପ୍ରଦେଶ

ବିଜେପି ଅଧ୍ୟକ୍ଷ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ସାକ୍ଷାତ ହୋଇଛି ।

ଏନେଇ ସୋସିଆଲ ମିଡିଆ ଏକ୍ସରେ ଫଟୋ ସେୟାର କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆଜି ଉତର

ପ୍ରଦେଶ ବିଜେପି ଅଧ୍ୟକ୍ଷ ଶ୍ରୀ ପଙ୍କଜ ଚୌଧୁରୀ ଜୀଙ୍କ ସହ ଆତ୍ମୀୟ ଭେଟ ହେଲା। ଏହି ଅବସରରେ

ତାଙ୍କୁ ଭାରତୀୟ ଜନତା ପାର୍ଟି ଉତ୍ତର ପ୍ରଦେଶର ଅଧ୍ୟକ୍ଷ ଭାବେ ନବନିଯୁକ୍ତ ଦାୟିତ୍ୱ ପାଇଁ

ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଲି।

ସଂଗଠନ ପ୍ରତି ତାଙ୍କର

ନିଷ୍ଠା,

ଦୃଷ୍ଟିକୋଣ ଏବଂ କାର୍ଯ୍ୟକର୍ତ୍ତାମାନଙ୍କ ସହ ସଶକ୍ତ ସଂବାଦ ନିଶ୍ଚିତ

ଭାବେ ଉତ୍ତର ପ୍ରଦେଶରେ ଭାଜପାକୁ ଆହୁରି ସୁଦୃଢ଼ କରିବ ଏବଂ ତାଙ୍କର ନେତୃତ୍ୱରେ ପାର୍ଟି

ଜନସେବା ଓ ସୁଶାସନକୁ ନୂତନ ଗତି ପ୍ରଦାନ କରିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande