ଚନ୍ଦକାରେ ହାତୀକୁ ଟ୍ରାଙ୍କୁଲାଇଜ କରିବା ପାଇଁ ନନ୍ଦନକାନନରୁ ଗଲେ 5ଜଣିଆ ଟିମ୍
ଭୁବନେଶ୍ୱର, 19 ଡିସେମ୍ବର (ହି.ସ.)- ଚନ୍ଦକାରେ ହାତୀକୁ ଟ୍ରାଙ୍କୁଲାଇଜ କରିବା ପାଇଁ ନନ୍ଦନକାନନରୁ ଗଲେ 5ଜଣିଆ ଟିମ୍ । ନନ୍ଦନକାନନର ମେଡିକାଲ ଟିମ୍ ସହିତ ଜନ୍ତୁ ରକ୍ଷକଙ୍କ 5ଜଣିଆ ଟିମ ନନ୍ଦନକାନନରୁ ବାହାରିଛନ୍ତି । ଚନ୍ଦକା ଘଞ୍ଚ ଜଙ୍ଗଲରେ ଅସୁସ୍ଥ ଦନ୍ତା ହାତୀକୁ ବନ ବି
ହାତୀ


ଭୁବନେଶ୍ୱର, 19 ଡିସେମ୍ବର (ହି.ସ.)- ଚନ୍ଦକାରେ ହାତୀକୁ ଟ୍ରାଙ୍କୁଲାଇଜ କରିବା ପାଇଁ

ନନ୍ଦନକାନନରୁ ଗଲେ 5ଜଣିଆ ଟିମ୍ । ନନ୍ଦନକାନନର ମେଡିକାଲ ଟିମ୍ ସହିତ ଜନ୍ତୁ ରକ୍ଷକଙ୍କ 5ଜଣିଆ ଟିମ ନନ୍ଦନକାନନରୁ ବାହାରିଛନ୍ତି । ଚନ୍ଦକା

ଘଞ୍ଚ ଜଙ୍ଗଲରେ ଅସୁସ୍ଥ ଦନ୍ତା ହାତୀକୁ ବନ ବିଭାଗ ଆଜି କରିବ ଟ୍ରାଙ୍କୁଲାଇଜ I5 ଜଣିଆ ହାତୀ ପଲଙ୍କ ସହିତ ରହିଛି ଅସୁସ୍ଥ ଦନ୍ତା I

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande