ଘନ କୁହୁଡି ପାଇଁ ମୁମ୍ବାଇରୁ ବାରଣାସୀ ଯାଉଥିବା ବିମାନ ଭୁବନେଶ୍ୱରରେ ଅବତରଣ
ଭୁବନେଶ୍ୱର, 19 ଡିସେମ୍ବର (ହି.ସ.)- ଉତ୍ତର ଭାରତରେ ଘନ କୁହୁଡ଼ି ଯୋଗୁ ବାରଣାସୀରେ ଲ୍ୟାଣ୍ଡିଙ୍ଗ କରିପାରିଲା ନାହିଁ ବିମାନ । ମୁମ୍ବାଇରୁ ବାରଣାସୀ ଯାଉଥିବା ବିମାନ ଭୁବନେଶ୍ୱରରେ ଅବତରଣ । ପାଗ ଠିକ ହେଲେ ଭୁବନେଶ୍ୱରରୁ ବାରଣାସୀ ଯିବ ବିମାନ । ସେପଟେ କୁହୁଡି ଯୋଗୁଁ
ବିମାନ


ଭୁବନେଶ୍ୱର, 19 ଡିସେମ୍ବର (ହି.ସ.)- ଉତ୍ତର ଭାରତରେ ଘନ କୁହୁଡ଼ି ଯୋଗୁ ବାରଣାସୀରେ

ଲ୍ୟାଣ୍ଡିଙ୍ଗ କରିପାରିଲା ନାହିଁ ବିମାନ । ମୁମ୍ବାଇରୁ ବାରଣାସୀ ଯାଉଥିବା ବିମାନ ଭୁବନେଶ୍ୱରରେ

ଅବତରଣ । ପାଗ ଠିକ ହେଲେ ଭୁବନେଶ୍ୱରରୁ ବାରଣାସୀ ଯିବ ବିମାନ । ସେପଟେ କୁହୁଡି ଯୋଗୁଁ

ଦିଲ୍ଲୀରୁ ଭୁବନେଶ୍ୱର ଦୁଇ ବିମାନ ବାତିଲ । ଗୋଟିଏ

ଏୟାର ଇଣ୍ଡିଆ ଓ ଗୋଟିଏ ଇଣ୍ଡିଗୋର ବିମାନ ବାତିଲ ଥିବା ସୂଚନା ମିଳିଛି । ଯାତ୍ରୀଙ୍କ ଆସିବା

ପାଇଁ ଅନ୍ୟ ବିମାନରେ ବ୍ୟବସ୍ଥା କରାଯାଇଛି । ସେପଟେ

3 ଟି ବିମାନ କୁହୁଡି ଯୋଗୁଁ ବିଳମ୍ବରେ ଚାଲିଥିବା

ସୂଚନା ମିଳିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande