ଟିଟିଲାଗଡ଼ କେନ୍ଦୁପତ୍ର ସଂଘର ସଭାପତି ହେଲେ ପ୍ରଶାନ୍ତ କୁମାର ମେହେର
ବଲାଙ୍ଗିର, ୧୯ ଡିସେମ୍ବର (ହି.ସ.)- ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଡିଭିଜନ ଅନ୍ତର୍ଗତ ଟିକ୍ରାପଡାର ଚଳକି ଗିରିଗୋବର୍ଧନ ପୀଠ ଠାରେ ପଶ୍ଚିମ ଓଡ଼ିଶା କର୍ମଚାରୀ ଓ କେନ୍ଦୁପତ୍ର ତୋଳାଳୀ ସଂଘ ପକ୍ଷରୁ ଏକ ବିରାଟ ବୈଠକ ଅନଷ୍ଠିତ ହୋଇଥିଲା । ଛବିଳ ମୋହନ ସିଂ ଚିନ୍ଦାଙ୍କ ନେତୃତ୍ୱରେ ଟିଟିଲାଗଡ ଡିଭି
ଟିଟିଲାଗଡ଼ କେନ୍ଦୁପତ୍ର ସଂଘର ସଭାପତି ହେଲେ ସୁଶାନ୍ତ ମେହେର


ଟିଟିଲାଗଡ଼ କେନ୍ଦୁପତ୍ର ସଂଘର ସଭାପତି ହେଲେ ସୁଶାନ୍ତ ମେହେର


ବଲାଙ୍ଗିର, ୧୯ ଡିସେମ୍ବର (ହି.ସ.)- ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଡିଭିଜନ ଅନ୍ତର୍ଗତ ଟିକ୍ରାପଡାର ଚଳକି ଗିରିଗୋବର୍ଧନ ପୀଠ ଠାରେ ପଶ୍ଚିମ ଓଡ଼ିଶା କର୍ମଚାରୀ ଓ କେନ୍ଦୁପତ୍ର ତୋଳାଳୀ ସଂଘ ପକ୍ଷରୁ ଏକ ବିରାଟ ବୈଠକ ଅନଷ୍ଠିତ ହୋଇଥିଲା । ଛବିଳ ମୋହନ ସିଂ ଚିନ୍ଦାଙ୍କ ନେତୃତ୍ୱରେ ଟିଟିଲାଗଡ ଡିଭିଜନ କମିଟି ଗଠନ କରାଯାଇଥିଲା । କମିଟିର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ସମସ୍ତଙ୍କ ସହମତି କ୍ରମେ ପୁଣି ଥରେ ପ୍ରଶାନ୍ତ କୁମାର ମେହେରଙ୍କୁ ସଭାପତି ଓ ସମୀର ପଟ୍ଟନାୟକଙ୍କୁ ସମ୍ପାଦକ ରୂପେ ଚୟନ କରିଥିଲେ । ଏହା ସହ ଏକ ୧୪ ଜଣିଆ ସଦସ୍ଯ କମିଟି କରାଯାଇଥିଲା। ବିଭିନ୍ନ ବିଷୟ ଗୁଡ଼ିକୁ ପ୍ରସ୍ତାବ ଗ୍ରହଣ କରାଯିବା ସହ ସେନେଇ ଆଲୋଚନା କରାଯାଇ ଥିଲା । ଡ଼ିଭିଜନର ସମସ୍ତ ସଦସ୍ୟ ଉପସ୍ଥିତ ରହିବା ସହ ନୂତନ ସଭାପତିଙ୍କୁ ସମର୍ଦ୍ଧନା ଜଣାଇଥିଲେ ।

ଏହି ବୈଠକରେ ଉକ୍ତ ସଇଁତଳା, ତିକ୍ରାପଦା,ବନ୍ଦପଡ଼ା, ଦେଓଗାଁ, ତୁଷୁରା , ବେଲଗାଁ, ବଙ୍ଗୋମୁଣ୍ଡା ରେଞ୍ଜ ର ସମସ୍ତ ସିଯିନାଲ୍ କର୍ମଚାରୀ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande