
ଭୁବନେଶ୍ୱର, 19 ଡିସେମ୍ବର (ହି.ସ.)- ପୋଲିସ ଏସଆଇ ନିଯୁକ୍ତି କେଳେଙ୍କାରି ସହ ଜଡ଼ିତ
୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ । ଶଙ୍କର, ସାଗର, ସୁରେଶକୁ
ଝାରପଡ଼ା ଜେଲରୁ ରିମାଣ୍ଡରେ ନେଲା ସିବିଆଇ। ମେଡିକାଲ୍ ଟେଷ୍ଟ ପରେ ସିବିଆଇ କାର୍ଯ୍ୟାଳୟରେ
ଅଭିଯୁକ୍ତଙ୍କୁ ମୁହାମୁହିଁ ଜେରା କରିବ ସିବିଆଇ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା