
ଗଞାମ, ୨୦ ଡିସେମ୍ବର (ହି.ସ.)- ଗଂଜାମ ଜିଲାରେ ଆସନ୍ତା ୨୩ ତାରିଖରୁ ମଣ୍ଡି ମାଧ୍ୟମରେ ଚାଷୀଙ୍କ ଠାରୁ ସରକାର ଧାନ କିଣିବା ପାଇଁ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଏଯାଏ ସରକାରଙ୍କ କୃଷି ବିଭାଗ ପକ୍ଷରୁ ଟୋକେନ ମିଳିନଥିବାରୁ ଚାଷୀ ମାନେ ଚିନ୍ତିତ ହୋଇ ପଡିଛନ୍ତି । ଏଣୁ ତୁରନ୍ତ ସରକାରଙ୍କ ପକ୍ଷରୁ ଟୋକନ ଯୋଗାଇ ଦେବାକୁ ଚାଷୀ ମାନେ ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ