ଆନ୍ତର୍ଜାତିକ ମାନବ ସଂହତି ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 20 ଡିସେମ୍ବର (ହି.ସ.)- ଆନ୍ତର୍ଜାତିକ ମାନବ ସଂହତି ଦିବସର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆନ୍ତର୍ଜାତିକ ମାନବ ସଂହତି ଦିବସଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଉଛି। ଆମ
ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା


ଭୁବନେଶ୍ୱର, 20 ଡିସେମ୍ବର (ହି.ସ.)- ଆନ୍ତର୍ଜାତିକ ମାନବ ସଂହତି ଦିବସର ଶୁଭେଚ୍ଛା

ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ

କହିଛନ୍ତି ଯେ, ଆନ୍ତର୍ଜାତିକ ମାନବ ସଂହତି ଦିବସଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଉଛି। ଆମ

ସଂସ୍କୃତିର ମୂଳମନ୍ତ୍ର ହେଉଛି 'ବସୁଧୈବ କୁଟୁମ୍ବକମ୍' ଅର୍ଥାତ୍ ସମଗ୍ର ବିଶ୍ୱ ଆମର ଏକ ପରିବାର। ଆସନ୍ତୁ, ସଂହତି

ଓ ଭ୍ରାତୃଭାବକୁ ପୁଞ୍ଜି କରି ଆମେ ଏକଜୁଟ ହେବା ଏବଂ ସାମୂହିକ ପ୍ରୟାସ ଏବଂ ମାନବିକତା

ମାଧ୍ୟମରେ ଏକ ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନ କରିବା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande