ଜୁଆ ଆଡ୍ଡା ଉପରେ ଚଢ଼ଉ
ଗଞାମ, ୨୦ ଡିସେମ୍ବର (ହି.ସ.)- ପୁରୁଷୋତ୍ତମ ପୁର ଥାନା ପୁଲିସ ଆଛୁଲି ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢଉ କରି ଦୁଇ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ୨ ଲକ୍ଷ ୬୪ ହଜାର ଟଂକା, ୪ଟା ମୋବାଇଲ୍ ଫୋନ୍ ଓ ଆଠଟି ମୋଟର ସାଇକଲ ଜବତ କରିଛି ।ଜୁଆଡିମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ

 rajesh pande