ରାଜଧାନୀରେ କାରକୁ ଧକ୍କା ଦେଲା ଟ୍ରକ
ଭୁବନେଶ୍ୱର, 20 ଡିସେମ୍ବର (ହି.ସ.)- ଭୁବନେଶ୍ୱର ପାୱାର ହାଉସ ଛକରେ ଛାତିଥରା ଦୁର୍ଘଟଣା । ରେଡ ସିଙ୍ଗନାଲ ଥିବାରୁ କାରଟି ଟ୍ରାଫିକ ପୋଷ୍ଟରେ ଛିଡା ହୋଇଥିଲା । ପଛରେ ହାଇବା ଟ୍ରକ ଧକା ଦେଇ ଠେଲି ଠେଲି ପ୍ରାୟ 20 ମିଟର ନେଇ ଯାଇଥିଲା । ସୌଭାଗ୍ୟ ବଶତଃ କାର ମାଲିକ ତ
ଦୁର୍ଘଟଣା


ଭୁବନେଶ୍ୱର, 20 ଡିସେମ୍ବର (ହି.ସ.)- ଭୁବନେଶ୍ୱର ପାୱାର ହାଉସ ଛକରେ ଛାତିଥରା ଦୁର୍ଘଟଣା ।

ରେଡ ସିଙ୍ଗନାଲ ଥିବାରୁ କାରଟି ଟ୍ରାଫିକ ପୋଷ୍ଟରେ ଛିଡା ହୋଇଥିଲା । ପଛରେ ହାଇବା ଟ୍ରକ ଧକା

ଦେଇ ଠେଲି ଠେଲି ପ୍ରାୟ 20 ମିଟର ନେଇ

ଯାଇଥିଲା । ସୌଭାଗ୍ୟ ବଶତଃ କାର ମାଲିକ ତଥା

ଚାଳକ ଙ୍କ କୌଣସି କ୍ଷତି ହୋଇ ନାହିଁ । କାରଟି ଭାଙ୍ଗି ରୁଜି ଯାଇଛି । ରାତିସାରା ଅନିଦ୍ରା ହୋଇ

ଗାଡି ଚଳାଉଥିବାରୁ କିଛି ଜାଣିପାରିନାହାନ୍ତି ବୋଲି ହାଇୱା ଡ୍ରାଇଭର କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande