ଅପହରଣକାରୀଙ୍କ ତଥ୍ୟ ଦେଲେ ପୋଲିସ ଦେବ ପୁରସ୍କାର
ଭୁବନେଶ୍ୱର, 20 ଡିସେମ୍ବର (ହି.ସ.)- ଅପହରଣକାରୀଙ୍କ ତଥ୍ୟ ଦେଲେ ପୋଲିସ ଦେବ ପୁରସ୍କାର । 25ହଜାର ଟଙ୍କା ପୁରସ୍କାର ଘୋଷଣା କଲା କମିସନରେଟ ପୋଲିସ । ଯେଉଁ ବ୍ୟକ୍ତି ଅପହରଣକାରୀଙ୍କ ବିଷୟରେ ତଥ୍ୟ ଦେବେ ତାଙ୍କ ପରିଚୟ ଗୋପନ ରଖିବ ପୋଲିସ । ୟୁନିଟ -6 ସଡ଼କ ବସ୍ତିରୁ ଶ୍ରାବଣୀ ସ
ପୋଲିସ


ଭୁବନେଶ୍ୱର, 20 ଡିସେମ୍ବର (ହି.ସ.)- ଅପହରଣକାରୀଙ୍କ ତଥ୍ୟ ଦେଲେ ପୋଲିସ ଦେବ ପୁରସ୍କାର । 25ହଜାର ଟଙ୍କା ପୁରସ୍କାର ଘୋଷଣା କଲା କମିସନରେଟ ପୋଲିସ

। ଯେଉଁ ବ୍ୟକ୍ତି ଅପହରଣକାରୀଙ୍କ ବିଷୟରେ ତଥ୍ୟ ଦେବେ ତାଙ୍କ ପରିଚୟ ଗୋପନ ରଖିବ ପୋଲିସ । ୟୁନିଟ -6 ସଡ଼କ ବସ୍ତିରୁ

ଶ୍ରାବଣୀ ସାହୁଙ୍କୁ ଅପହରଣ ନେଇ ଅଭିଯୋଗ ହୋଇଛି । କ୍ୟାପିଟାଲ ଥାନାରେ ଅଭିଯୋଗ ପରେ ପୋଷ୍ଟର

ଜାରି କଲା ପୋଲିସ । ଅପହରଣକାରି ଅମର ବେହେରା ଶ୍ରାବଣୀକୁ ଅପହରଣ କରି ନେଇଥିବା ତଥ୍ୟ ପାଇଛି

କ୍ୟାପିଟାଲ ଥାନା ପୋଲିସ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande