
ଭୁବନେଶ୍ୱର, 20 ଡିସେମ୍ବର (ହି.ସ.)- ସଶସ୍ତ୍ର ସୀମାବଳ ପ୍ରତିଷ୍ଠା ଦିବସରେ ବୀର ଯବାନଙ୍କୁ
ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ
ମନ୍ତ୍ରୀ କହିଛନ୍ତି ଯେ, ସଶସ୍ତ୍ର ସୀମାବଳ ପ୍ରତିଷ୍ଠା ଦିବସ ଅବସରରେ ସମସ୍ତ ବୀର ଯବାନଙ୍କୁ
ହାର୍ଦ୍ଦିକ ଅଭିନନ୍ଦନ। ଦେଶର ସୁରକ୍ଷା ପାଇଁ ଆପଣମାନଙ୍କ ତ୍ୟାଗ, ନିଃସ୍ୱାର୍ଥପର
ସେବାକୁ କୋଟି ପ୍ରଣାମ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା