ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍
ଭୁବନେଶ୍ୱର, 20 ଡିସେମ୍ବର (ହି.ସ.)- ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁରର ରହମା ଫରେଷ୍ଟ ରେଞ୍ଜ, ଫରେଷ୍ଟ ରେଞ୍ଜ ଅଫିସର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଚଢ଼ାଉ କରିଛି । ସଦର ଥାନା ଚାଟରା ସ୍ଥିତ ଘର ସମେତ ୫
ଭିଜିଲାନ୍ସ ଚଢାଉ


ଭୁବନେଶ୍ୱର, 20 ଡିସେମ୍ବର (ହି.ସ.)- ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ

ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁରର ରହମା ଫରେଷ୍ଟ ରେଞ୍ଜ, ଫରେଷ୍ଟ ରେଞ୍ଜ ଅଫିସର

ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଚଢ଼ାଉ କରିଛି । ସଦର ଥାନା ଚାଟରା ସ୍ଥିତ ଘର ସମେତ ୫ଟି

ସ୍ଥାନରେ ରେଡ୍ କରାଯାଉଛି ।

କଟକ ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ସର୍ଚ୍ଚ

ୱାରେଂଟ ବଳରେ ଏହି ତଲାଶି ଅଭିଯାନରେ 2 ଜଣ ଅତିରିକ୍ତ ଏସ୍‌ପି, 5 ଜଣ ଡିଏସ୍‌ପି, 8 ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ ଅଧିକାରୀ ଓ କର୍ମଚାରୀଙ୍କ

ନେତୃତ୍ୱରେ ରେଡ୍ କରାଯାଉଛଇ । ତାଙ୍କର ଜଗତସିଂହପୁରର ଛତ୍ରାରେ ତିନିମହଲା ଘର, ଜଗତସିଂହପୁରର

ସାମନ୍ତରାୟପୁରର ପୈତୃକ ଗାଁରେ ଦୁଇମହଲା ଘର, ଫରେଷ୍ଟ ରେଂଜ ଅଫିସ ଓ ସରକାରୀ ବାସଭବନରେ ଚଢାଉ

କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande