ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନରେ କାର୍ଯ୍ୟାନ୍ଵୟନ ସଂସ୍ଥା ଚୟନ ପାଇଁ ଆବେଦନ ତାରିଖ ବଢିଲା
ଭୁବନେଶ୍ୱର, , ୨୬ ଡିସେମ୍ବର (ହି.ସ.) ମହିଳା ଓ ଶିଶୁ ବିକାଶ ବିଭାଗ ଅନ୍ତର୍ଗତ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନରେ କାର୍ଯ୍ୟାନ୍ଵୟନ ସଂସ୍ଥା ଚୟନ ପାଇଁ ଆବେଦନ ଦାଖଲ କରିବାର ଶେଷ ତାରିଖକୁ ତା୦୮/୦୧/୨୦୨୬ରିଖ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ବୃଦ୍ଧି
ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନରେ କାର୍ଯ୍ୟାନ୍ଵୟନ ସଂସ୍ଥା ଚୟନ ପାଇଁ ଆବେଦନ ତାରିଖ     ବଢିଲା


ଭୁବନେଶ୍ୱର, , ୨୬

ଡିସେମ୍ବର (ହି.ସ.) ମହିଳା ଓ ଶିଶୁ ବିକାଶ

ବିଭାଗ ଅନ୍ତର୍ଗତ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନରେ କାର୍ଯ୍ୟାନ୍ଵୟନ ସଂସ୍ଥା ଚୟନ

ପାଇଁ ଆବେଦନ ଦାଖଲ କରିବାର ଶେଷ ତାରିଖକୁ ତା୦୮/୦୧/୨୦୨୬ରିଖ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ

ବୃଦ୍ଧି କରାଯାଇଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହ ସମ୍ପୃକ୍ତ ଅନ୍ୟ ସମସ୍ତ

ତଥ୍ୟ, ନିୟମ ଓ

ସର୍ତ୍ତଗୁଡିକ ଅପରିବର୍ତ୍ତିତ ରହିଛି ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହି ଯୋଜନା

ପାଇଁ ଆବେଦନ କରିବାକୁ ଇଚ୍ଛୁକ କାର୍ଯ୍ୟାନ୍ଵୟନ ସଂସ୍ଥା ଜାନୁୟାରୀ ୮ ତାରିଖ ସନ୍ଧ୍ୟା

୫ ଟା ସୁଦ୍ଧା ଆବେଦନ କରିପାରିବେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande