ଜିଲ୍ଲାର ୪୫ ଜଣ ଖେଳାଳୀ ରାଜ୍ୟ ଦୈାଡକୁଦ ପ୍ରତିଯୋଗୀତାରେ ଭାଗ ନେବେ
କେନ୍ଦ୍ରାପଡା, ୨୬ ଡିସେମ୍ବର (ହି.ସ.)- କେନ୍ଦ୍ରାପଡା ଜିଲ୍ଲାର ୪୫ଜଣ ଖେଳାଳୀ ରାଜ୍ୟ ଦୈାଡକୁଦ ପ୍ରତିଯୋଗୀତାରେ ଭାଗ ନେବେ ବୋଲି ଜଣାପଡିଛି । କଟକର ବାରବାଟୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗୀତାରେ ଜିଲ୍ଲାର ୪୫ ଜଣ ବାଳକ/ବାଳିକା ବୟସ ୨୩, ୨୦, ୧୮, ୧୬, ୧୪ ବର୍ଷ ବୟସର ରାଜ୍
ଜିଲ୍ଲାର ୪୫ ଜଣ ଖେଳାଳୀ ରାଜ୍ୟ ଦୈାଡକୁଦ ପ୍ରତିଯୋଗୀତାରେ ଭାଗ ନେବେ


କେନ୍ଦ୍ରାପଡା, ୨୬ ଡିସେମ୍ବର (ହି.ସ.)- କେନ୍ଦ୍ରାପଡା ଜିଲ୍ଲାର ୪୫ଜଣ ଖେଳାଳୀ ରାଜ୍ୟ ଦୈାଡକୁଦ ପ୍ରତିଯୋଗୀତାରେ ଭାଗ ନେବେ ବୋଲି ଜଣାପଡିଛି । କଟକର ବାରବାଟୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗୀତାରେ ଜିଲ୍ଲାର ୪୫ ଜଣ ବାଳକ/ବାଳିକା ବୟସ ୨୩, ୨୦, ୧୮, ୧୬, ୧୪ ବର୍ଷ ବୟସର ରାଜ୍ୟ କ୍ରୀଡା ପ୍ରତିଯୋଗୀତାରେ ଭାଗ ନେବେ ବୋଲି ଜିଲ୍ଲା କ୍ରିଡା ସଂସଦର ସାଧାରଣ ସମ୍ପାଦକ ସୟଦ୍ ଅକମଲ୍ ଅଲ୍ଲୀ ଜଣାଇଛନ୍ତି । ଏହି ଖେଳାଳୀମାନଙ୍କ ସାଙ୍ଗରେ ମ୍ୟାନେଜର ସୈାକତ୍ ଖାଁ ଓ ସୁହାନା ପରୱାିନ୍‌, ମନୋଜ ସାହୁ ଖେଳାଳୀମାନଙ୍କ ସହିତ ଯିବେ ।

ଅତିରିକ୍ତ ଜିଲ୍ଲାପାଲ ନବକୃଷ୍ଣ ଜେନା, ତହସିଲଦାର କୁଇନି ଜେନା, କ୍ରୀଡା ସମ୍ପାଦକ ଜ୍ୟୋର୍ତିମୟୀ ଦାସ, ଜିଲ୍ଲାର କ୍ରୀଡାବିତ୍ ଓ ଜିଲ୍ଲାପାଳ ଏମାନଙ୍କୁ ଶୁଭେଚ୍ଛା ଜଣାଇ ଖେଳରେ ବିଜୟୀ ହୋଇ ଜିଲ୍ଲା ପାଇଁ ଗୈାରବ ଆଣିବ ବୋଲି ଶୁଭ ଅଭିନନ୍ଦନ ଜଣାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande