
ଭୁବନେଶ୍ୱର, , ୨୬ ଡିସେମ୍ବର (ହି.ସ.) ଶ୍ରୀହରି ସତସଙ୍ଗ ସମିତି, ବନବନ୍ଧୁ ପରିଷଦ ଭୁବନେଶ୍ୱର ଶାଖା ଏବଂ
ଗୀତ ପରିବାର, ଓଡିଶା ମିଳିତ ସହଯୋଗରେ
ତଥା ଉପଦେଷ୍ଟା ଶ୍ରୀ ଅଜୟ ଅଗ୍ରୱାଲ ଙ୍କ ତତ୍ୱାବଧାନରେ ଆସନ୍ତା ରବିବାର 28.12.25 ରିଖ ଦିନ ଅପରାହ୍ନ 4ଟା ସମୟରେ ଭୁବନେଶ୍ୱର ସ୍ଥିତ ଆଚାର୍ଯ୍ୟ
ବିହାର ଠାରେ ଆଇ. ଏମ. ଏମ. ଟି. ପରିସରରେ ଏକ ବିରାଟ ଭଗବତ କଥାମୃତ କାର୍ଯ୍ୟକ୍ରମ ଅନୁଷ୍ଠିତ
ହେବାକୁ ଯାଉଅଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ହେବେ ପରମ ପୂଜ୍ୟ ସ୍ୱାମୀ ଶ୍ରୀ ଗୋବିନ୍ଦ
ଦେବ ଗିରିଜୀ ମହାରାଜ( ଟ୍ରଷ୍ଟି,
କୋଷାଧକ୍ଷ, ରାମ ଜନ୍ମଭୂମି, ତୀର୍ଥନ୍ୟାସ ଅଯୋଧ୍ୟା ଏବଂ ଉପସଭାପତି, ଶ୍ରୀକୃଷ୍ଣ ଜନ୍ମଭୂମି ଟ୍ରଷ୍ଟ, ମଥୁରା )। ସମସ୍ତଙ୍କୁ ନିବେଦନ ଏହି
କାର୍ଯ୍ୟକ୍ରମରେ ଉପସ୍ଥିତ ରହି କଥାମୃତ ଶ୍ରବଣ କରିବା ହେବେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ