ସଞ୍ଚିତା ମହାନ୍ତିଙ୍କ ଦେହାନ୍ତରେ ମୁକେଶ ମହାଲିଙ୍ଗଙ୍କ ଶୋକ
ଭୁବନେଶ୍ୱର, 26 ଡିସେମ୍ବର (ହି.ସ.)- ସଞ୍ଚିତା ମହାନ୍ତିଙ୍କ ଦେହାନ୍ତରେ ମୁକେଶ ମହାଲିଙ୍ଗ ଶୋକ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, କୋରେଇର ପୂର୍ବତନ ବିଧାୟିକା ତଥା ଆମ ଦଳର ବରିଷ୍ଠ ନେତ୍ରୀ ସଞ୍ଚିତା ମହାନ୍ତିଙ୍କ ଦେହାନ୍ତ
ସଞ୍ଚିତା ମହାନ୍ତିଙ୍କ     ଦେହାନ୍ତରେ ମୁକେଶ ମହାଲିଙ୍ଗଙ୍କ ଶୋକ


ଭୁବନେଶ୍ୱର, 26 ଡିସେମ୍ବର (ହି.ସ.)- ସଞ୍ଚିତା

ମହାନ୍ତିଙ୍କ ଦେହାନ୍ତରେ ମୁକେଶ ମହାଲିଙ୍ଗ ଶୋକ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ

ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, କୋରେଇର ପୂର୍ବତନ ବିଧାୟିକା ତଥା ଆମ ଦଳର ବରିଷ୍ଠ ନେତ୍ରୀ

ସଞ୍ଚିତା ମହାନ୍ତିଙ୍କ ଦେହାନ୍ତ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ମହାପ୍ରଭୁ ଶ୍ରୀ

ଜଗନ୍ନାଥଙ୍କ ନିକଟରେ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର

ସମବେଦନା ଜଣାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande