ଅଲ ଚିକି ଲିପିରେ ଲିଖିତ ସମ୍ବିଧାନର ସଂସ୍କରଣର ଲୋକାର୍ପଣ ଓଡ଼ିଶା ପାଇଁ ମଧ୍ୟ ଏକ ଗୌରବର ମୁହୂର୍ତ୍ତ- ପ୍ରଭାତି ପରିଡା
ଭୁବନେଶ୍ୱର, 26 ଡିସେମ୍ବର (ହି.ସ.)- ଅଲ ଚିକି ଲିପିରେ ଲିଖିତ ସମ୍ବିଧାନର ସଂସ୍କରଣର ଲୋକାର୍ପଣ ଓଡ଼ିଶା ପାଇଁ ମଧ୍ୟ ଏକ ଗୌରବର ମୁହୂର୍ତ୍ତ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ସାନ୍ତ
ଅଲ ଚିକି ଲିପିରେ ଲିଖିତ     ସମ୍ବିଧାନର ସଂସ୍କରଣର ଲୋକାର୍ପଣ ଓଡ଼ିଶା ପାଇଁ ମଧ୍ୟ ଏକ ଗୌରବର ମୁହୂର୍ତ୍ତ- ପ୍ରଭାତି ପରିଡା


ଭୁବନେଶ୍ୱର, 26 ଡିସେମ୍ବର (ହି.ସ.)- ଅଲ ଚିକି

ଲିପିରେ ଲିଖିତ ସମ୍ବିଧାନର ସଂସ୍କରଣର ଲୋକାର୍ପଣ ଓଡ଼ିଶା ପାଇଁ ମଧ୍ୟ ଏକ ଗୌରବର ମୁହୂର୍ତ୍ତ

ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି

ପରିଡା କହିଛନ୍ତି ଯେ, ସାନ୍ତାଳୀ ଭାଷାରେ ଲିଖିତ ଭାରତର ସମ୍ବିଧାନ ଉନ୍ମୋଚନ କରିଛନ୍ତି

ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ମୟୂରଭଞ୍ଜର ରାଇରଙ୍ଗପୁର ମାଟିରେ ଜନ୍ମିତ

ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଦ୍ୱାରା ବିକଶିତ ଅଲ ଚିକି ଲିପିରେ ଲିଖିତ ସମ୍ବିଧାନର

ଏହି ସଂସ୍କରଣର ଲୋକାର୍ପଣ ଓଡ଼ିଶା ପାଇଁ ମଧ୍ୟ ଏକ ଗୌରବର ମୁହୂର୍ତ୍ତ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande