ସର୍ଦ୍ଦାର ଉଧମ ସିଂହଙ୍କୁ ନମନ କଲେ ପ୍ରଭାତି ପରିଡା
ଭୁବନେଶ୍ୱର, 26 ଡିସେମ୍ବର (ହି.ସ.)- ସର୍ଦ୍ଦାର ଉଧମ ସିଂହଙ୍କୁ ନମନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ମହାନ ବିପ୍ଲବୀ ସର୍ଦ୍ଦାର ଉଧମ ସିଂହଙ୍କ ଜୟନ୍ତୀ ଅବସରରେ କୋଟି କୋଟି ପ୍ରଣାମ ଜଣାଉଛ
ପ୍ରଭାତି ପରିଡାଙ୍କ ଶ୍ରଦ୍ଧାଂଜଳି


ଭୁବନେଶ୍ୱର, 26 ଡିସେମ୍ବର (ହି.ସ.)- ସର୍ଦ୍ଦାର ଉଧମ

ସିଂହଙ୍କୁ ନମନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ

ପ୍ରଭାତି ପରିଡା କହିଛନ୍ତି ଯେ, ମହାନ ବିପ୍ଲବୀ ସର୍ଦ୍ଦାର ଉଧମ ସିଂହଙ୍କ ଜୟନ୍ତୀ ଅବସରରେ କୋଟି

କୋଟି ପ୍ରଣାମ ଜଣାଉଛି । ତାଙ୍କ ରାଷ୍ଟ୍ରପ୍ରେମ, ବ୍ରିଟିଶ ସରକାର ବିରୋଧରେ ସାହସ ଓ ମାତୃଭୂମି ପାଇଁ ବଳିଦାନ ପାଇଁ ସେ

ସଦା ନମସ୍ୟ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande