ସମାଜସେବୀଙ୍କ ପାଇଁ ସାମୁହିକ ଦୀପଦାନ
କେନ୍ଦ୍ରାପଡା, ୨୭ ଡିସେମ୍ବର (ହି.ସ.)- କେନ୍ଦ୍ରାପଡାର ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ସ୍ୱର୍ଗତଃ ରବିନ୍ଦ୍ରମୋହନ ସାହୁଙ୍କଏକାଦଶ ଉପଲକ୍ଷେ ସାମୁହିକ ଦୀପଦାନ କରାଯାଇଛି ।ଶ୍ରୀଶ୍ରୀମା ଦକ୍ଷିଣକାଳୀମନ୍ଦିର ପ୍ରାଙ୍ଗଣରେତାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୀପଦାନ ଏବଂ ନୀରବ ପ୍ରାର୍ଥନା ଅନୁଷ୍
ସମାଜସେବୀଙ୍କ ପାଇଁ ସାମୁହିକ ଦୀପଦାନ


କେନ୍ଦ୍ରାପଡା, ୨୭ ଡିସେମ୍ବର (ହି.ସ.)- କେନ୍ଦ୍ରାପଡାର ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ସ୍ୱର୍ଗତଃ ରବିନ୍ଦ୍ରମୋହନ ସାହୁଙ୍କଏକାଦଶ ଉପଲକ୍ଷେ ସାମୁହିକ ଦୀପଦାନ କରାଯାଇଛି ।ଶ୍ରୀଶ୍ରୀମା ଦକ୍ଷିଣକାଳୀମନ୍ଦିର ପ୍ରାଙ୍ଗଣରେତାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୀପଦାନ ଏବଂ ନୀରବ ପ୍ରାର୍ଥନା ଅନୁଷ୍ଠିତହୋଇଯାଇଛି । ଏଥିରେମନ୍ଦିରର ପୂଜକବାସୁଦେବ ମହାପାତ୍ର, ଆଇନଜିବୀ ବଳରାମ ପଣ୍ଡା, ଜିତେନ୍ଦ୍ରୀୟ ସିଂ, ବିଜୟକୁମାରସାହୁ, ରଞ୍ଜନ କୁମାରସ୍ୱାଇଁଙ୍କସମେତସ୍ଥାନୀୟ ଅଂଚଳରବିଶିଷ୍ଟବ୍ୟକ୍ତି, ବୁଦ୍ଧିଜିବୀ ଓ ଆଇନଜିବୀଉପସ୍ଥିତ ଥିଲେ । ଶେଷରେତାଙ୍କର ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଏବଂ ସ୍ୱର୍ଗତଃସାହୁଙ୍କରକାଳିମନ୍ଦିରର ଉନ୍ନତି ନିମନ୍ତେ ତାଙ୍କର ଅବଦାନ ଚିରଦିନ ପାଇଁ ଅବିସ୍ମରଣୀୟ ହୋଇରହିବ ବୋଲି ରବିନାରାୟଣ ମହାନ୍ତି ପ୍ରକାଶ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande