ଧାମନଗର କାନ୍ତ ସାହିତ୍ୟ ପରିଷଦର ନୂତନ କର୍ମକର୍ତା ମନୋନୀତ
ଭଦ୍ରକ, ୨୭ ଡିସେମ୍ବର (ହି.ସ.) - ଏହି ଜିଲାର ଧାମନଗରରେ ଥିବା ସର୍ବ ପୁରାତନ ସାହିତ୍ୟ ଅନୁଷ୍ଠାନ କାନ୍ତ ସାହିତ୍ୟ ପରିଷଦର ନୂତନ କର୍ମ କର୍ମକର୍ତା ମନୋନୟନ କରାଯାଇଛି। ସର୍ବସମ୍ମତ କ୍ରମେ ସଭାପତି ମହେଶ୍ୱର ସ୍ୱାଇଁ,ଉପସଭାପତି ଅଭିମନ୍ୟୁ ମଲିକ ଓ ହୃଦାନନ୍ଦ କର, ସଧାରଣ ସମ୍ପାଦକ ମନୋଜ କୁମାର ସିଂ, ସମ
DHAMNAGAR KANTA SAHITYA PARISHAD


ଭଦ୍ରକ, ୨୭ ଡିସେମ୍ବର (ହି.ସ.) - ଏହି ଜିଲାର ଧାମନଗରରେ ଥିବା ସର୍ବ ପୁରାତନ ସାହିତ୍ୟ ଅନୁଷ୍ଠାନ କାନ୍ତ ସାହିତ୍ୟ ପରିଷଦର ନୂତନ କର୍ମ କର୍ମକର୍ତା ମନୋନୟନ କରାଯାଇଛି। ସର୍ବସମ୍ମତ କ୍ରମେ ସଭାପତି ମହେଶ୍ୱର ସ୍ୱାଇଁ,ଉପସଭାପତି ଅଭିମନ୍ୟୁ ମଲିକ ଓ ହୃଦାନନ୍ଦ କର, ସଧାରଣ ସମ୍ପାଦକ ମନୋଜ କୁମାର ସିଂ, ସମ୍ପାଦକ ସନ୍ତୋଷ କୁମାର ପାଢୀ ଓ କୁଳମଣି ବେହେରା, କୋଷାଧ୍ୟକ୍ଷ ଭାବ ଗ୍ରାହୀ ଖୁଂଟିଆ, କାର୍ଯ୍ୟକାରୀ ସଦସ୍ୟ ପ୍ରଦୀପ କୁମାର ମହାପାତ୍ର, ସୁଶାନ୍ତ ରାଉତ, ସୁଧୀର ନାୟକ, ରଜତ ପଣ୍ଡା, ଉପଦେଷ୍ଟା ଭାବେ ବାସୁଦେବ ତ୍ରୀପାଠୀ, ଅନିଲ କୁମାର ବାରିକ, ରସାନନ୍ଦ ମହାପାତ୍ର, ସଚ୍ଚିକାନ୍ତ ପଣ୍ଡା, ନିରାକାର ଧଳ ଓ ସୁରେନ୍ଦ୍ର ସେଠୀଙ୍କୁ ମନୋନୀତ କରା ଯାଇଥିଲା, ଏହି କର୍ମକର୍ତା ଆଗମୀ ତିନିବର୍ଷ ପାଇଁ କାର୍ଯ୍ୟ କରିବ। ସଭ୍ୟ ରାଧେଶ୍ୟାମ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande