ରାଜ୍ୟସ୍ତରୀୟ ଚଷା ମହାସମାବେଶରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 28 ଡିସେମ୍ବର (ହି.ସ.)- ରାଜ୍ୟସ୍ତରୀୟ ଚଷା ମହାସମାବେଶରେ ଯୋଗ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅନୁଗୋଳ ଜିଲ୍ଲା ବାମୁର ଠାରେ ଆଠମଲ୍ଲିକ ଚଷା ସମାଜ ପକ୍ଷରୁ ଆୟୋଜିତ ଏହି ବିଶାଳ ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି କେନ୍ଦ୍ର
Dharmendra Pradhan File Photo


ଭୁବନେଶ୍ୱର, 28 ଡିସେମ୍ବର (ହି.ସ.)- ରାଜ୍ୟସ୍ତରୀୟ ଚଷା ମହାସମାବେଶରେ ଯୋଗ ଦେଇଛନ୍ତି

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅନୁଗୋଳ ଜିଲ୍ଲା ବାମୁର ଠାରେ ଆଠମଲ୍ଲିକ

ଚଷା ସମାଜ ପକ୍ଷରୁ ଆୟୋଜିତ ଏହି ବିଶାଳ ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି କେନ୍ଦ୍ର

ମନ୍ତ୍ରୀ । ସମଗ୍ର ଓଡ଼ିଶାର ପ୍ରତି ଜିଲ୍ଳାର ହଜାର ହଜାର ସଂଖ୍ୟାରେ ଚଷା ସମାଜର ଲୋକ ମହାସମାବେଶରେ

ସାମିଲ ହୋଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande