କୁଶାଭାଉ ଠାକରେଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 28 ଡିସେମ୍ବର (ହି.ସ.)- କୁଶାଭାଓ ଠାକରେଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଅନୁଶାସନ, ନିଷ୍ଠା ଓ କାର୍ଯ୍ୟକର୍ତ୍ତା ସଂସ୍କାରର ପ୍ର
ଧର୍ମେନ୍ଦ୍ରଙ୍କ ଶ୍ରଦ୍ଧାଂଜଳି


ଭୁବନେଶ୍ୱର, 28 ଡିସେମ୍ବର (ହି.ସ.)- କୁଶାଭାଓ ଠାକରେଙ୍କ ପୁଣ୍ୟତିଥିରେ ତାଙ୍କୁ

ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ

ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଅନୁଶାସନ, ନିଷ୍ଠା ଓ କାର୍ଯ୍ୟକର୍ତ୍ତା ସଂସ୍କାରର ପ୍ରତୀକ, ବିଜେପିର ପୂର୍ବତନ

ଜାତୀୟ ଅଧ୍ୟକ୍ଷ ଶ୍ରଦ୍ଧେୟ କୁଶାଭାଉ ଠାକୁର ଜୀଙ୍କ ପୁଣ୍ୟତିଥିରେ ତାଙ୍କୁ ବିନମ୍ର

ଶ୍ରଦ୍ଧାଞ୍ଜଳି।

କୁଶାଭାଉ ଠାକୁର ଜୀ ନିଜ ସରଳ ସ୍ୱଭାବ, ଦୃଢ଼ ଚିନ୍ତାଧାରା

ଓ କଠୋର ଅନୁଶାସନ ଦ୍ୱାରା ସଂଗଠନକୁ ମୂଲ୍ୟାଧାରିତ ଦିଗ ଦେଇଥିଲେ। ସେ କାର୍ଯ୍ୟକର୍ତ୍ତାମାନଙ୍କ

ମନରେ “ରାଷ୍ଟ୍ର ପ୍ରଥମ” ଭାବନାକୁ ସଂଚାର କରିଥିଲେ ଏବଂ ସଂଗଠନକୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ

ସୁଦୃଢ଼ କରିବାରେ ଅଦ୍ୱିତୀୟ କାର୍ଯ୍ୟ କରିଥିଲେ। ତାଙ୍କ ସମ୍ପୂର୍ଣ୍ଣ ଜୀବନ ଆମ ସମସ୍ତଙ୍କୁ

ଜନସେବା ଓ ରାଷ୍ଟ୍ର ନିର୍ମାଣର ପଥରେ ନିରନ୍ତର ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଇଥାଏ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande