ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ରାଜ୍ୟପାଳ
ଭୁବନେଶ୍ୱର, 28 ଡିସେମ୍ବର (ହି.ସ.)- ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ରାଜ୍ୟପାଳ ଡ.ହରିବାବୁ କମ୍ଭମପତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ପୂର୍ବ କେନ୍ଦ୍ରୀୟ ମନ୍ତ୍ରୀ ସ୍ୱର୍ଗତ ଶ୍ରୀ ଅରୁଣ ଜେଟଲୀ
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ     କଲେ ରାଜ୍ୟପାଳ


ଭୁବନେଶ୍ୱର, 28 ଡିସେମ୍ବର (ହି.ସ.)- ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କୁ

ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ରାଜ୍ୟପାଳ ଡ.ହରିବାବୁ କମ୍ଭମପତି । ଏନେଇ ସୋସିଆଲ ମିଡିଆ

ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ପୂର୍ବ କେନ୍ଦ୍ରୀୟ ମନ୍ତ୍ରୀ ସ୍ୱର୍ଗତ ଶ୍ରୀ ଅରୁଣ ଜେଟଲୀ

ଜୀଙ୍କ ଜନ୍ମଜୟନ୍ତୀ ଅବସରରେ ମୁଁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

ଜଣେ ଦୂରଦର୍ଶୀ ରାଜନୀତିଜ୍ଞ ଓ କୁଶଳ ସଂସଦୀୟ, ରାଷ୍ଟ୍ର ଗଠନ ଓ

ସାର୍ବଜନୀନ ଜୀବନରେ ତାଙ୍କର ଅମୂଲ୍ୟ ଅବଦାନ ଆମ ସାମୂହିକ ସ୍ମୃତିରେ ଗଭୀରଭାବେ ଅଙ୍କିତ ରହିଛି।

ତାଙ୍କର ସିଦ୍ଧାନ୍ତନିଷ୍ଠ ନେତୃତ୍ୱ, ବୌଦ୍ଧିକ ସ୍ପଷ୍ଟତା

ଓ ସୁସଂସ୍କୃତ ବ୍ୟକ୍ତିତ୍ୱ ପିଢ଼ି ପରେ ପିଢ଼ିକୁ ନିରନ୍ତର ପ୍ରେରଣା ଦେଇଆସୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande