ଖୁବ ଶୀଘ୍ର  ବାକି ଜିଲ୍ଲାରେ ନିଯୁକ୍ତ କରାଯିବ ସରକାରୀ ଓକିଲ
ଭୁବନେଶ୍ୱର, 28 ଡିସେମ୍ବର (ହି.ସ.)- ସରକାରୀ ଓକିଲ ନିଯୁକ୍ତି ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ, ପ୍ରାୟ ଅଧିକାଂଶ ଜିଲ୍ଲାର ସରକାରୀ ଓକିଲ ନିଯୁକ୍ତି ଶେଷ ହୋଇଛି କିଛି ଜିଲ୍ଲାରେ ବାକି ଅଛି। ସରକାରଙ୍କ ପାଖରେ ଅପ୍ରୁଭାଲ ସର
ଖୁବ ଶୀଘ୍ର  ବାକି     ଜିଲ୍ଲାରେ ନିଯୁକ୍ତ କରାଯିବ ସରକାରୀ ଓକିଲ


ଭୁବନେଶ୍ୱର, 28 ଡିସେମ୍ବର (ହି.ସ.)- ସରକାରୀ ଓକିଲ ନିଯୁକ୍ତି ନେଇ ପ୍ରତିକ୍ରିୟା ରଖିଛନ୍ତି

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ, ପ୍ରାୟ ଅଧିକାଂଶ ଜିଲ୍ଲାର ସରକାରୀ

ଓକିଲ ନିଯୁକ୍ତି ଶେଷ ହୋଇଛି କିଛି ଜିଲ୍ଲାରେ ବାକି ଅଛି। ସରକାରଙ୍କ ପାଖରେ ଅପ୍ରୁଭାଲ ସରିଛି।

ଖାଲି ନୋଟିଫିକେସନ ବାକି ଅଛି। କିଛି ଜିଲ୍ଲାରେ ସମସ୍ୟା ଥିଲା। ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ

ସେସବୁ ମଧ୍ୟ ଠିକ୍ ହୋଇଛି। ଖୁବଶୀଘ୍ର ବାକି ସବୁ ମଧ୍ୟ ନିଯୁକ୍ତ କରାଯିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande